ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇନାଲ ପ୍ରବେଶରୁ ଧୀରେ ଧୀରେ ଦୂରେଇ ଯାଉଛି ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଜିତିବା ପାଇଁ ଭାରତ କ୍ରମାଗତ ଉଦ୍ୟମ କରୁଥିଲେ ଏ ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ଲିନ ସୁଇପ ହେବାପରେ ଟିମ ଇଣ୍ଡିଆର ଫାଇନାଲ ପ୍ରବେଶ ଆଶା କଠିନ ହୋଇ ପଡିଛି । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପ୍ରଥମ…