ଘୋଷଣା ହେଲା ୩ ବର୍ଷର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
ଭୁବନେଶ୍ବର: ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ବର୍ଷ ୨୦୨୩,୨୦୨୪ ଓ ୨୦୨୫ ନିମନ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର, ଏକାଡେମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି।
ଭୁବନେଶ୍ୱରର ଲୋକସେବା ଭବନର କନଭେନସନ…