Murder Case: ବୀଭତ୍ସ ହତ୍ୟାକାଣ୍ଡ; ସ୍ତ୍ରୀକୁ ନଳରେ ପିଟିପିଟି ହତ୍ୟା କଲା ସ୍ୱାମୀ
ସମ୍ବଲପୁର:ଜମନକିରା ଥାନା ପାଲୋଖମନ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ। ନିଆଁ ଫୁଁଙ୍କା ଲୁହା ନଳରେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ବାମୀ । ପରକୀୟା ପ୍ରୀତି ସନ୍ଦେହରୁ ହତ୍ୟା କରାଯାଇଥିବା ଜଣାପଡିଛି।
ଖବରମୁତାବକ, ମଙ୍ଗଳବାର ରାତି ୭ଟା ୩୦ରେ ସ୍ତ୍ରୀ ମମତା ମାଝୀ (୫୦) ଘର ଭିତରେ…