ଭାଇରାଲ ହେଉଛି କରୁଣ ନାୟାରଙ୍କ କ୍ରିପଟିକ ପୋଷ୍ଟ
ଗୌହାଟୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପରାଜୟ ଏଡାଇବା ପାଇଁ ଭାରତୀୟ ଦଳ ସଂଘର୍ଷ ଜାରୀ ରଖିଛି । ଇତି ମଧ୍ୟରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ କରୁଣ ନାୟାରଙ୍କ ଏକ କ୍ରିପଟିକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ସେ ଲେଖିଛନ୍ତି ଯେ, କେତେକ ପରିସ୍ଥିତି ଏପରି ହୋଇଥାଏ…