Latest Odisha News

BREAKING NEWS

Yearly Archives

2025

Sambalpur Zoo: ସମ୍ବଲପୁର ଚିଡିଆଖାନାକୁ ଆସିବେ ଏହି ୪ ନୂଆ ଅତିଥି

ସମ୍ବଲପୁର: ସମ୍ବଲପୁର ଚିଡିଆଖାନାକୁ ଆସିବେ ୪ ମହାବଳ ବାଘ l ଏଥିପାଇଁ ପୂର୍ବରୁ ନ୍ୟାସନାଲ ଜୁ ଅଥରିଟି ଅନୁମତି ପ୍ରଦାନ କରିସାରିଛି l ମହାବଳ ବାଘଙ୍କ ପାଇଁ ନିର୍ମାଣ ହେବ ୧୫୦୦ ବର୍ଗମିଟରର ଟାଇଗର ଏନକ୍ଲୋଜର l ଦେଶର ଅନ୍ୟ ଚିଡିଆଖାନାରୁ ଏହି ୪ ମହାବଳ ବାଘ ଆସିବେ ବୋଲି ସୂଚନା ରହିଛି ।…

ବଲିଉଡର ଏହି ହିରୋଙ୍କୁ ବଞ୍ଚାଇବାକୁ ଅସଲି ଗୁଣ୍ଡାଙ୍କ ସହ ଫାଇଟ୍ କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ପରଲୋକରେ ବଲିଉଡର ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ର । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଇନଷ୍ଟାରେ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ବଲିଉଡରେ ଶୋକର ଛାୟା…

Delhi Airport Flight Landing:ଟଳିଲା ବଡ଼ ଦୁର୍ଘଟଣା; ଦିଲ୍ଲୀ ବିମାନବନ୍ଦରରେ ଭୁଲ ରନୱେରେ ଅବତରଣ କଲା ଆଫଗାନ…

ନୂଆଦିଲ୍ଲୀ:ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ପାଇଲଟ୍ ଭୁଲବଶତଃ ବିମାନଟିକୁ ଉଡ଼ାଣ ପାଇଁ ବ୍ୟବହୃତ ରନୱେରେ ଅବତରଣ କରାଇ ଦେଇଥିଲେ। ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ (IGI Airport Delhi) ଏରିଆନା ଆଫଗାନ ଫ୍ଲାଇଟ୍ସର ଏକ…

SIR ଯୋଗୁଁ ଦୀର୍ଘ ୩୭ ବର୍ଷ ପରେ ହଜିଯାଇଥିବା ପୁଅକୁ ଫେରି ପାଇଲା ପରିବାର

କୋଲକାତା: ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ଏବେ ବିଭିନ୍ନ ରାଜ୍ୟରେ ତ୍ବରାନ୍ବିତ ହେଉଛି। ଏସଆଇଆର ଯୋଗୁଁ ପଶ୍ଚିବମଙ୍ଗରେ ଏକ ଅନନ୍ୟ ଘଟଣା ଘଟିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ୩୭ ବର୍ଷ ପୂର୍ବେ ପରିବାରଠାରୁ ଅଲଗା ହୋଇଯାଇଥିବା ପୁଅକୁ…

Dharmendra Death: ବଲିଉଡର ‘ହି-ମ୍ୟାନ୍’ ଧର୍ମେନ୍ଦ୍ର କେଉଁ ରୋଗରେ ପୀଡିତ ଥିଲେ, ସେଥିରୁ ବଞ୍ଚିବା…

ମୁମ୍ବାଇ: ବଲିଉଡ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁତ ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ଅଭିଯୋଗ କରିବା ପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୮୯ ବର୍ଷୀୟ ଏହି…

ନାବାଳିକାଙ୍କୁ ଗଣଦୁଷ୍କର୍ମ; ପୁରୁଷ ବନ୍ଧୁଙ୍କ ସହ ୬ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଜଣେ ୧୭ ବର୍ଷୀୟା ଝିଅକୁ ଜଣେ ସୁରକ୍ଷା କର୍ମୀଙ୍କ ସମେତ ଛଅ ଜଣ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୀଡ଼ିତା ଜଣକ ବାଘମାରିର ବାସିନ୍ଦା ଅଟନ୍ତି ଓ ସେ ଯୁକ୍ତ ୨ ର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତେବେ ସେ ନଭେମ୍ବର ୧୮…

SI exam scam: ସିବିଆଇରେ ହାଜର ହେଲେ ଆଉ ୩ ପରୀକ୍ଷାର୍ଥୀ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଅନିୟମିତତା ମାମଲାରେ ତଦନ୍ତ ଜାରି ରଖିଛି ସିବିଆଇ ଟିମ୍ । ସିବିଆଇରେ ଆଜି ଆଉ ତିନି ଜଣ ପରୀକ୍ଷାର୍ଥୀ ହାଜର ହୋଇଛନ୍ତି । ହାଜର ପାଇଁ ସମନ କରିଥିଲା ସିବିଆଇ । ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ କାଗଜପତ୍ର ସହ ଏହି ତିନି ଜଣ ପରୀକ୍ଷାର୍ଥୀ ହଜାର…

ରାଜ୍ୟରେ ଘନ କୁହୁଡି ଆସ୍ତରଣ; ଅଦୃଶ୍ୟ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର  

ଭୁବନେଶ୍ୱର: ଘନ କୁହୁଡିରେ କୋଣାର୍କର ସୂର୍ଯ୍ୟ ମନ୍ଦିର ଅଦୃଶ୍ୟ ହୋଇଯାଇଥିଲା। ଯାହାଫଳରେ ପର୍ଯ୍ୟଟକମାନେ ୧୩ଶ ଶତାବ୍ଦୀର ୟୁନେସ୍କୋ ବିଶ୍ୱ ଐତିହ୍ୟ ଢାଞ୍ଚାର ଉତ୍କୃଷ୍ଟ କାରୁକାର୍ଯ୍ୟ ଦେଖିପାରି ନଥିଲେ। ଯାହାକୁ ନେଇ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏସବୁ ସତ୍ତ୍ୱେ…

ହାଓଡା-ପୁରୀ ଧଉଳି ଏକ୍ସପ୍ରେସରେ ଅଘଟଣ; ମହିଳାଙ୍କୁ ଠେଲି ଦେଲେ ଲୁଟେରା, କଟିଲା ହାତ

କୋଲକାତା: ରବିବାର ହାଓଡା-ପୁରୀ ଧଉଳି ଏକ୍ସପ୍ରେସରୁ ଚେନ୍ ଛିନତାଇ କରିବାକୁ ଯାଇ ଜଣେ ମହିଳା ହାତ ହରାଇଛନ୍ତି। କୋଲକାତାର ଜଣେ ୪୫ ବର୍ଷୀୟା ମହିଳା ତାଙ୍କ ଡାହାଣ ହାତର ଏକ ଅଂଶ ହରାଇଛନ୍ତି। କୋଲକାତାର ବେହାଲାର ସୁରମା ହାଜରା ନାମକ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ଯାତ୍ରା କରୁଥିଲେ।…

ଆରପାରିକୁ ଚାଲିଗଲେ ବଲିଉଡ୍ ଭେଟେରାନ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। "ହି-ମ୍ୟାନ୍" ଭାବରେ ଜଣାଶୁଣା ବରିଷ୍ଠ ଅଭିନେତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳାଇ ଦେଇଛି । ଧର୍ମେନ୍ଦ୍ର ଦୀର୍ଘ…