ମା କ୍ଷୀରରେ ବିଷାକ୍ତ କେମିକାଲ!
ନୂଆଦିଲ୍ଲୀ: ନବଜାତ ଶିଶୁ ପାଇଁ ମାତୃ କ୍ଷୀର ସର୍ବୋତ୍ତମ ଖାଦ୍ୟ। କିନ୍ତୁ ଏଥିରେ ଯଦି ବିଷାକ୍ତ ରସାୟନ ମିଳେ ତାହେଲେ ସ୍ଥିତି ଯେ କଣ ହେବ ତାହା ଅନୁମାନ କରାଯାଇପାରେ। ଏଭଳୀ ଘଟଣା ବିହାରରେ ଦେଖାଯାଇଛି।
ବିହାରର ଛଅଟି ଜିଲ୍ଲାରେ ମାତୃ କ୍ଷୀରରେ ମାରାତ୍ମକ ୟୁରାନିୟମ ଭଳି ପଦାର୍ଥ…