Latest Odisha News

BREAKING NEWS

Yearly Archives

2025

Hormone Imbalance: ହରମୋନ ଅସନ୍ତୁଳନ ହେଲେ ଦେଖାଯାଏ ଏହି ଲକ୍ଷଣ…କରନ୍ତୁ ନାହିଁ ଅଣଦେଖା

ଭୁବନେଶ୍ବର: ହରମୋନଗୁଡ଼ିକ ଆମ ଶରୀରରେ ଉତ୍ପାଦିତ କେମିକାଲ ବାର୍ତ୍ତାବାହକ । ଯାହା ରକ୍ତପ୍ରବାହ ମାଧ୍ୟମରେ ସମଗ୍ର ଶରୀରକୁ ବାର୍ତ୍ତା ବହନ କରେ। ଏମାନେ ଆମର ମୁଡ, ଏନର୍ଜି, ମେଟାବୋଲିଜିମ୍, ନିଦ୍ରା, ଭୋକ, ମାସିକ ଋତୁସ୍ରାବ, ପ୍ରଜନନ ସ୍ୱାସ୍ଥ୍ୟ ଏବଂ ବୃଦ୍ଧିକୁ ନିୟନ୍ତ୍ରଣ କରନ୍ତି।…

ନିଜ ଦେଶୀ ବନ୍ଧୁକରୁ ନିଜ ଉପରକୁ ଗୁଳି କଲେ ଯୁବକ

ପାରଳାଖେମୁଣ୍ଡି: ନିଜକୁ ନିଜେ ଗୁଳି କଲେ ଯୁବକ । ଏଭଳି ଅଭାବନୀୟଘଟମା ଦେଖିବାକୁ ମିଳିଛି ଗଜପତି ଜିଲା ଗୁମ୍ମା ବ୍ଲକ ଭୁବୁନି ପଞ୍ଚାୟତ ଅନ୍ତର୍ଗତ ଶିତିରିଗୁଡା ଗ୍ରାମରେ । ଗୁଳି ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୩୪ ବର୍ଷୀୟ ବିରସାନି ଗମାଙ୍ଗ । ନିଜ ଦେଶୀ ବନ୍ଧୁକରୁ ନିଜ…

କ୍ରୀଡ଼ାକୁ ପ୍ରୋତ୍ସାହିତ ସହ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଚିହ୍ନଟ କରିବା ପାଇଁ ଆମ ସରକାର ଚେଷ୍ଟିତ- ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ରାଇକଳା ଠାରେ ଆୟୋଜିତ ୭ମ ସର୍ବଭାରତୀୟ ମିନି କଳିଙ୍ଗ କପ ଫୁଟବଲ ଟୁର୍ନାମେଣ୍ଟ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ "ଅନୁରାଗ FC, ଶୁଆକାଟୀ" ଦଳକୁ…

Human Sagar Death: ସାମ୍ନାକୁ ଆସିଲା ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ପ୍ରତିକ୍ରିୟା; କହିଲେ ମୁଁ ଚାପରେ ଅଛି..

ଭୁବନେଶ୍ବର: ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଘନେଇବାରେ ଲାଗିଛି । ତାଙ୍କ ମୃତ୍ୟୁ ପାଇଁ ଦୁଇ ମ୍ୟାନେଜର ଦୀନେଶ ବେହେରା ଏବଂ ପ୍ରଶାନ୍ତ ବେହେରାଙ୍କୁ ହ୍ୟୁମାନଙ୍କ ମା’ ଦୋଷ ଦେଇଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ…

Control Blood sugar levels:ମଧୁମେହ ରୋଗୀଙ୍କ ପାଇଁ ଏହି ଫଳଗୁଡିକ ଲାଭଦାୟକ…

ଭୁବନେଶ୍ବର: ଆଜିର ଦିନରେ ଗୁରୁତର ସ୍ବାସ୍ଥ୍ୟ ସମସ୍ଯା ଭାବେ ଡାଇବେଟିସ୍ ସାମ୍ନାକୁ ଆସିଛି । କାରଣ ଏବେର ଲାଇଫଷ୍ଟାଇଲ, ଖାଦ୍ୟପେୟର ଅଭ୍ୟାସ, ବ୍ୟାୟାମର ଅଭାବ ଏହି ରୋଗର କାରଣ । ତେବେ ଡାଇବେଟିସ୍ ରେ ଆକ୍ରାନ୍ତ ହୋଇଥିଲେ ଲୋକମାନେ କେଉଁ ଫଳ ଖାଇବେ କିମ୍ବା ଖାଇବେ ନାହିଁ ଏହାକୁ ନେଇ…

ଆପଣମାନେ ମୋ ଡିଜିଟାଲ୍ ପରିବାର…

ମୁମ୍ବାଇ: ରୂପାଲି ଗାଙ୍ଗୁଲି ଅଭିନୀତ 'ଅନୁପମା' ଧାରାବାହିକ ର  ନୂଆ ପ୍ରୋମୋ ରିଲିଜ୍ ହୋଇଛି। ଏଥିରେ ଅଭିନେତ୍ରୀ ମୁମ୍ବାଇ ଯାଇ ଫିଲ୍ମ ଷ୍ଟୁଡିଓରେ ପ୍ରବେଶ କରିବା ସହ ଏକ ଫିଲ୍ମ କିପରି ସୁଟିଂ ହେଉଛି ତାହା ଦେଖି ମୁଗ୍ଧ ହେଉଥିବାର ଦେଖାଯାଉଛି। ତେବେ ଏହି ପ୍ରୋମୋକୁ ନେଇ ଅନେକ…

ଏଣିକି ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି

ଭୁବନେଶ୍ୱର: ଏଣିକି ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସରକାରୀ ଗୃହ ଯୋଜନାର ହିତାଧିକାରୀମାନେ କିପରି ସୁରୁଖୁରୁରେ ନିଜର ଘର ନିର୍ମାଣ କରିପାରିବେ ସେଥିଲାଗି ରାଜ୍ୟ ସରକାର ମାଗଣାରେ ସେମାନଙ୍କୁ ବାଲି ଯୋଗାଇବାକୁ ନିଷ୍ପତ୍ତି…

ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସଚେତନତା…

ଭଦ୍ରକ: ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ଭଦ୍ରକ ପୋଲିସ ପକ୍ଷରୁ ଦୃଢ଼ ପ୍ରତିଶ୍ରୁତି ଦିଆଯାଇଛି । ଭଦ୍ରକ ପୋଲିସ ଏହା ସ୍ପଷ୍ଟ କରୁଛି ଯେ ହୋମ ଗାର୍ଡ ନିଯୁକ୍ତି କେବଳ ସରକାରୀ ଏବଂ ବିଭାଗ ର ନିୟମ ଅନୁଯାୟୀ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ କରାଯିବ ।…

ଶିଖିଯାନ୍ତୁ ଏହି ୭ଟି ସ୍କିଲ୍, ମାର୍କେଟରେ ବଢ଼ିଯିବ ଆପଣଙ୍କ ଡିମାଣ୍ଡ, ତୁରନ୍ତ ମିଳିଯିବ ଚାକିରି

ନୂଆଦିଲ୍ଲୀ: ଆଜିର ଦ୍ରୁତଗତିରେ ବଦଳୁଥିବା ଚାକିରି ବଜାରରେ କେବଳ ଡିଗ୍ରୀ କିମ୍ବା ପୁରୁଣା ଅନୁଭବ ଆଉ କାମ ଦେଉନି। ଟେକ୍ନୋଲୋଜିର ଉନ୍ନତି, ଅଟୋମେସନ୍ ଓ ଗ୍ଲୋବାଲ ପ୍ରତିଯୋଗିତା ଯୋଗୁ କର୍ମଚାରୀଙ୍କୁ ନିଜର ସ୍କିଲ୍ ସେଟ୍‌କୁ ନିରନ୍ତର ଅପଡେଟ୍ କରିବାକୁ ପଡ଼ୁଛି। ଯିଏ ନିଜେ ଶିଖୁଛି ଓ ନିଜକୁ…

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ରିଚାର୍ଡ୍ସଙ୍କ ରେକର୍ଡ ଭାଙ୍ଗିଲେ ୟାନସେନ, ଭାରତ ୪୮୦ ରନ ପଛରେ

ଗୌହାଟୀ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ମାର୍କୋ ୟାନେସେନ ୱେଷ୍ଟଇଣ୍ଡିଜ ମହାନ ବ୍ୟାଟ୍ସମ୍ୟାନ ଭିିଭିଆନ ରିଚାର୍ଡ୍ସଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ୟାନସେନ ୯୩ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଏଥିରେ ସେ ୭ଟି ଛକା ମାରିଥିଲେ । ଶାହୀଦ ଆଫ୍ରିଦୀଙ୍କ ପରେ…