Latest Odisha News

BREAKING NEWS

Yearly Archives

2025

ରଣଜୀ ଟ୍ରଫି: ଗୋବିନ୍ଦଙ୍କୁ ୫ ୱିକେଟ, ବିଜୟ ସ୍ୱାଦ ଚାଖିଲା ଓଡିଶା

ଭୁବନେଶ୍ୱର: ଦଳଗତ ପ୍ରଦର୍ଶନ ଯୋଗୁ ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବିଜୟ ସ୍ୱାଦ ଚାଖିଛି । ନାଗାଲାଣ୍ଡ ବିପକ୍ଷରେ ଓଡିଶା ୨୯୯ ରନରେ ବିଜୟ ହୋଇଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୭୫ ରନ କରିଥିଲା । ଏହାର ଜବାବରେ ନାଗାଲାଣ୍ଡ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା ।…

ଇନ୍‌ଟ୍ୟାକ୍ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ରକୁ ‘ଐତିହ୍ୟ ମାନ୍ୟତା’ ପ୍ରଦାନ

ଭୁବନେଶ୍ୱର: ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ୍ (ଇନ୍‌ଟ୍ୟାକ୍‌) ପକ୍ଷରୁ ରବିବାର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ, ସଂରକ୍ଷଣ ତଥା ଯୁଗୋପଯୋଗିତା ସ୍ଥିତି ପାଇଁ ଏକ ବିଶେଷଜ୍ଞସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଇନ୍‌ଟ୍ୟାକ୍ ରାଜ୍ୟ ଆବାହକ ଡ. ବିଶ୍ୱଜିତ ମହାନ୍ତିଙ୍କ…

ପ୍ରେମ ଆଉ ଚୁମ୍ବନର ବଡ ରହସ୍ୟ ଖୋଲିଲେ ବୈଜ୍ଞାନିକ

ପ୍ରେମର ପ୍ରକୃତ ପରିଭାଷା ଚୁମ୍ବନ ମାଧ୍ୟମରେ ପରିପ୍ରକାଶିତ ହୋଇଥାଏ । ମନୁଷ୍ୟକୁ ଚୁମ୍ବନର ରାଜା ମଧ୍ୟ କୁହାଯାଏ । ତେବେ ଏହି ଚୁମ୍ବନ ପ୍ରକ୍ରିୟା କେବେଠାରୁ ଆରମ୍ଭ ହୋଇଥିଲା ତାହା ବେଳେ ବେଳେ ମନକୁ ଆସିଥାଏ । ଏବେ ବୈଜ୍ଞାନିକମାନେ ପ୍ରେମ ଆଉ ଚୁମ୍ବନକୁ ନେଇ ବଡ ରହସ୍ୟର ଉଜାଗର କରିଛନ୍ତି ।…

ଭିଡ଼ିଓ ଜାରି କରି ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍‌ କଲେ ଟପ୍ ମାଓନେତା ଭୂପତି..

ମାଲକାନଗିରି: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ମାଓ ସଙ୍ଗଠନର ଅନେକ ବଡ ବଡ ନେତା ସଙ୍ଗଠନ ଛାଡିବାରେ ଲାଗିଛନ୍ତି । ଏହାରି ଭିତରେ ଏକ ଭିଡ଼ିଓ ଜାରି କରି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅପିଲ୍‌ କରିଛନ୍ତି ଟପ୍‌ ମାଓନେତା ଭୂପତି । ଦେଢ ମାସ ତଳେ ଗଡଚିରୋଲିରେ ଆତ୍ମସମର୍ପଣ…

International Men’s Day: ପୁରୁଷଙ୍କ ପାଇଁ ଦିନଟିଏ… ପୁରୁଷ ଦିବସ ପାଳିବାକୁ କିଏ ରଖିଥିଲେ ମତ ?

ନୂଆଦିଲ୍ଲୀ: ପ୍ରତିବର୍ଷ ୧୯ ନଭେମ୍ବର ୨୦୨୨ରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା। ଅନ୍ତର୍ଜାତୀୟ ପୁରୁଷ ଦିବସ ବାଳକ ଓ ପୁରୁଷ, ସଂଘ, ସମାଜ, ସମ୍ପ୍ରଦାୟ,…

୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୧୨ ଦେଶର ୪୦ ପ୍ରତିନିଧି

ଭୁବନେଶ୍ୱର: ୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର ପାର୍ଲିଆମେଣ୍ଟାରି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ଫର୍ ଡେମୋକ୍ରାସିସ (PRIDE) ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

୨୦୦ ଭାରତୀୟଙ୍କ ପାଦରେ GPS ଲଗାଇଥିଲା ଆମେରିକା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମେରିକା ଏକ ବଡ଼ ଡିପୋର୍ଟେସନ୍ ଅପରେସନ୍ କରି ୨୦୦ ଜଣ ଭାରତୀୟଙ୍କୁ ଦେଶକୁ ଫେରାଇଛି। ଏହି ଲୋକଙ୍କ ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ (ଲରେନ୍ସ ବିଷ୍ନୋଇର ଭାଇ), ପଞ୍ଜାବର ଦୁଇ ଜଣ ୱାଣ୍ଟେଡ୍ ଅପରାଧୀ ଏବଂ ୧୯୭ ଜଣ ଅବୈଧ ଅନୁପ୍ରବେଶକାରୀ ରହିଛନ୍ତି। ଏହି ବିମାନ…

ଆଇସିସି ର‌୍ୟାଙ୍କିଙ୍ଗ: ୧ ନମ୍ବର ସ୍ଥାନରୁ ହଟିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସଦ୍ୟ ପ୍ରକାଶିତ ଦିନିକିଆ ର‌୍ୟାଙ୍କିଙ୍ଗରେ ଭାରତର ରୋହିତ ଶର୍ମା ଶୀର୍ଷ ସ୍ଥାନରୁ ଖସି ଆସିଛନ୍ତି । ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଡାରେଲ ମିଚେଲ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଶତକ ହାସଲ କରିବା…

ଏହି ଛକରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା; କରିବ ସଚେତନ

ଭୁବନେଶ୍ୱର: ଭୁବନେଶ୍ବର ଏଜି ଛକରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା । ଏ ନେଇ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସଡ଼କ ଦୁର୍ଘଟଣା ବାବଦରେ ସଚେତନ କରିବ ସଡ଼କ ଦୁର୍ଘଟଣା ଘଣ୍ଟା । ସଚେତନ ସହ ସକରାତ୍ମକ ଆଚରଣରେ…

ସାବଧାନ! ହ୍ୱାଟସଆପରେ ବ୍ଲାକମେଲ୍‌ର ଶିକାର ହେଉଥିଲେ ତୁରନ୍ତ ଗ୍ରହଣ କରନ୍ତୁ ଏପରି ପଦକ୍ଷେପ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନୂଆ ଜିନିଷ ଶିଖୁଥିବା ଏବଂ ପ୍ରଗତି କରୁଥିବା ବେଳେ, ଅନେକ ଏହାର ଅପବ୍ୟବହାର ମଧ୍ୟ କରୁଛନ୍ତି। ଯେତେବେଳେ ଲୋକମାନେ କାହା ସହିତ କଥା ହେବାକୁ ଚାହାଁନ୍ତି, ସେମାନେ ତୁରନ୍ତ ହ୍ୱାଟ୍ସଆପ୍ ଖୋଲି ଏକ ମେସେଜ୍ ପଠାନ୍ତି।…