Latest Odisha News

BREAKING NEWS

Yearly Archives

2025

ଜୋହାନ୍ସବର୍ଗରେ ଜି-20 ଶିଖର ସମ୍ମିଳନୀରେ ମୋଦୀଙ୍କ ପ୍ରଭାବଶାଳୀ ଭାଷଣ, ‘ବସୁଧୈବ କୁଟୁମ୍ବକମ୍’, ଉପରେ…

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ G20 ଶିଖର ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଶକ୍ତିଶାଳୀ ଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରି ତାଙ୍କ ଭାଷଣ ଆରମ୍ଭ କରିଥିଲେ । ମହାତ୍ମା…

Msp For Sand: ଏଣିକି ଶସ୍ତାରେ ମିଳିବ ବାଲି; ପ୍ରଥମଥର ପାଇଁ ଲାଗୁ ହେବ ଏମଏସପି

ଭୁବନେଶ୍ଵର: ଏଥର ସାବାଡ୍ ହେବେ ବାଲି ମାଫିଆ । ଏଣିକି ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ଲିଜଧାରୀ ଆଉ ମନଇଚ୍ଛା ଦର ବଢାଇ ପାରିବେନି । ବାଲି ପାଇଁ ସରକାର ଏମଏସପି ଲାଗୁ କରିବେ । ସରକାର ନିର୍ଦ୍ଧାରିତ କରିଥିବା ଏମଏସପି ଦରରେ ହିଁ ବିକ୍ରି ହେବ ବାଲି । ଏମଏସପି…

ଘର ଭିତରର ପବନ ବି ଖତରନାକ୍ ! ରିସର୍ଚ୍ଚରୁ ଜଣାପଡ଼ିଲା ଆଶ୍ଚର୍ଯ୍ୟକର କଥା

ନୂଆଦିଲ୍ଲୀ: ଆଜିକାଲି ବାହାରେ ପ୍ରଦୂଷଣ ଏତେ ବଢ଼ିଯାଇଛି ଯେ ଅଧିକାଂଶ ଲୋକ ଭାବନ୍ତି, ଘର ଭିତରେ ରହିଲେ ନିଶ୍ଚୟ ନିରାପଦ ବାୟୁ ପାଇବେ। କିନ୍ତୁ ବାସ୍ତବ ଠିକ୍ ଉଲଟା! ବିଟ୍ସ ପିଲାନୀ, ଆଇଆଇଟି ଯୋଧପୁର ଓ ଏନଆଇଟି ୱାରଙ୍ଗଲର ବୈଜ୍ଞାନିକମାନେ ନିକଟରେ କରିଥିବା ଏକ ଗବେଷଣାରେ ଚକିତ…

ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଓଡିଶାର ନୃତ୍ୟ ଓ ସଙ୍ଗୀତରେ ବିମୋହିତ ହେଲା ବିଶ୍ଵ

ନୂଆଦିଲ୍ଲୀ: ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢୋକ୍ତି ପ୍ରକାଶ କରିବା ସହିତ ୨୦୩୬ ସୁଦ୍ଧା ବିକଶିତ…

୧୯୯୫ରେ ଭାରତକୁ ଆସିଲା ପ୍ରଥମ ଇଣ୍ଟରନେଟ, ଏହା ପୂର୍ବରୁ କେମିତି ଚାଲୁଥିଲା ISRO?

ନୂଆଦିଲ୍ଲୀ: ଭାରତ ୧୯୪୭ରେ ସ୍ୱାଧୀନତା ପାଇବା ପରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଯୋଗାଯୋଗ କ୍ଷେତ୍ରରେ ଅନେକ ଅଗ୍ରଗତି କରିଛି। ସେତେବେଳେ ଦେଶରେ କମ୍ପ୍ୟୁଟର ନଥିଲା, ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ନଥିଲା, ଅନ୍ତରୀକ୍ଷ ପ୍ରଯୁକ୍ତିବିଦ୍ୟା ତ ଦୂରର କଥା। କିନ୍ତୁ ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ…

ଦୁନିଆର ସବୁଠୁ ଆଶ୍ଚର୍ଯ୍ୟ ଜୀବ, ଲକ୍ଷେ ବର୍ଷ ଏହାର ଆୟୁଷ

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଅନେକ ଜୀବ ଲମ୍ବା ଆୟୁଷ ପାଇଁ ପ୍ରସିଦ୍ଧ, କିନ୍ତୁ ସମୁଦ୍ରର ଗଭୀର ଅଞ୍ଚଳରେ ରହୁଥିବା ଏକ ନୂଆଁ ଛୋଟ ଜେଲିଫିସ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହାର ନାମ ହେଉଛି Turritopsis dohrnii, ଯାହାକୁ ସାଧାରଣ ଭାଷାରେ ‘ଅମର ଜେଲିଫିସ୍‌’ ବା ‘Immortal…

Elephant Death: ଡାକ୍ତରଙ୍କ ଅକ୍ଲାନ୍ତ ଚେଷ୍ଟା ହେଲା ବିଫଳ.. ଆଖି ବୁଜିଲା ମାକେନା ହାତୀ

ଭୁବନେଶ୍ବର: ପଶୁ ଡାକ୍ତରମାନଙ୍କ ଅକ୍ଲାନ୍ତ ଚେଷ୍ଟା ପରେ ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାକେନା ହାତୀ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ହାତୀର ପାଟିରେ ଘା’ ହୋଇଥିଲା । ସଂକ୍ରମଣରୁ ସେପ୍ଟିସିମିଆ ହୋଇଥିଲା । ସେପ୍ଟିସିମିଆରେ ମାକେନା ହାତୀର ମୃତ୍ୟୁ ଘଟିଥିବା ଡିଏଫଓ କହିଛନ୍ତି ।…

Maoists Surrender: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୩୭ ମାଓବାଦୀଙ୍କ ସାମୂହିକ ଆତ୍ମସମର୍ପଣ

ହାଇଦ୍ରାବାଦ: ନକ୍ସଲ ବିରୋଧୀ ଅଭିଯାନରେ ତେଲେଙ୍ଗାନା ପୋଲିସ ଆଉ ଏକ ବଡ଼ ସଫଳତା ହାସଲ କରିଛି। ଆତ୍ମସମର୍ପଣ କଲେ ୩୭ ମାଓବାଦୀ । ନିଷିଦ୍ଧ ସିପିଆଇ (ମାଓବାଦୀ)ର ୩୭ ଜଣ ଅଣ୍ଡରଗ୍ରାଉଣ୍ଡ କ୍ୟାଡର, ଯେଉଁଥିରେ ତିନି ଜଣ ରାଜ୍ୟ କମିଟି ସଦସ୍ୟ (ଏସସିଏମ) ମଧ୍ୟ ସାମିଲ ଥିଲେ, ଶୁକ୍ରବାର ଦିନ…

ଏକାମ୍ର ଓ୍ଵାକ୍ସରେ ଯୋଡ଼ି ହେଲା ଦୁଇ ନୂଆ ଟ୍ରେଲ୍

ଭୁବନେଶ୍ୱର: ଭୁବନେଶ୍ୱରର ଐତିହ୍ୟ, ସାଂସ୍କୃତିକ, ପ୍ରାକୃତିକ, ଆଧ୍ୟାତ୍ମିକତା, କଳା, ପରିବେଶର ହୃଦୟସ୍ପର୍ଶୀ ରୂପକୁ ଜାଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ‘ଏକାମ୍ର ଓ୍ଵାକ୍ସ’ରେ ଦୁଇ ନୂଆ ଟ୍ରେଲ୍ ସାମିଲ ହୋଇଛି। ‘ଓଡିଆ ଭାଷାର ଗୌରବ ଗାଥା’ ଏବଂ…

କିମ୍‍ସ ଜାତୀୟ ସମ୍ମିଳନୀ ୨୦୨୫; ଡା ଶିବାନନ୍ଦ ମହାନ୍ତିଙ୍କୁ ପ୍ରଥମ ‘ହିରୋ’ ପୁରସ୍କାର

ଭୁବନେଶ୍ୱର: କିମ୍‍ସ ଜାତୀୟ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚିକିତ୍ସା, ଜନସ୍ୱାସ୍ଥ୍ୟ, ଜୈବଚିକିତ୍ସା ନବସର୍ଜନା, ସ୍ୱାସ୍ଥ୍ୟସେବା ନୀତି ଏବଂ ଚିକିତ୍ସା ଶିକ୍ଷା ଆଦି କ୍ଷେତ୍ରରୁ ଭାରତର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଓ ବିଶେଷଜ୍ଞ ଯୋଗ…