Army Chief Warns Pakistan: ଅପରେସନ୍ ସିନ୍ଦୂର କେବଳ ଏକ ଟ୍ରେଲର ଥିଲା: ସେନା ମୁଖ୍ୟ ପାକିସ୍ତାନକୁ ପୁଣି ଦେଲେ…
ନୂଆଦିଲ୍ଲୀ:ଶତ୍ରୁକୁ ବଡ଼ ଚେତାବନୀ । ସ୍ଥଳସେନା ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଦେଲେ କଡା ଚେତାବନୀ । ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୋମବାର ଅପରେସନ ସିନ୍ଦୂର ସମ୍ପର୍କରେ କହିଛନ୍ତି ଯେ, ୮୮ ଘଣ୍ଟାର ଅପରେସନ ସିନ୍ଦୂର ଏକ ଟ୍ରେଲର ଥିଲା, ପୂରା ଫିଲ୍ମ ଏବେଚ ବି…