Latest Odisha News

BREAKING NEWS

Yearly Archives

2025

Amit Shah On SIR:ଭୁଜରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାର୍ତ୍ତା…’ଦେଶରୁ ଖୋଜି ଖୋଜି ସବୁ…

ନୂଆଦିଲ୍ଲୀ:ସୀମା ସୁରକ୍ଷା ବାହିନୀ (BSF )ର ୬୧ତମ ପ୍ରତିଷ୍ଠା ଦିବସ (Raising Day)ସମାରୋହରେ ଯୋଗଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ( Amit Shah) ଶୁକ୍ରବାର ଗୁଜରାଟର ଭୁଜରେ ପହଞ୍ଚିଥିଲେ । ଏଠାରେ ବିଏସଏଫ ଯବାନମାନଙ୍କୁ ସମ୍ବୋଧିତ କରି ଶାହ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼…

Paytmରେ ଆପଣ କେମିତି ପଠାଇଲେ ଟଙ୍କା ? ଆପଣଙ୍କ ସ୍ତ୍ରୀ ବି ଜାଣିପାରିବେ ନାହିଁ , ଏମିତି ଲୁଚାଇପାରିବେ ଟ୍ରାଞ୍ଜେକ୍ସନ

ନୂଆଦିଲ୍ଲୀ; ପୁରୁଣା ଦିନ ଚାଲିଗଲା, ଯେତେବେଳେ କେହି ବି ଆପଣଙ୍କ ଫୋନ୍ ଉଠାଇ ପେମେଣ୍ଟ ହିଷ୍ଟ୍ରି ଦେଖି ନେଉଥିଲା। ପେଟିଏମ୍ ଏକ ବଡ଼ ଧମାକା ଫିଚର ଲଞ୍ଚ କରିଦେଇଛି – ନାମ ହେଉଛି ‘ହାଇଡ୍ ପେମେଣ୍ଟ୍ସ’! ଏବେ ଆପଣ ଯେକୌଣସି ୟୁପିଆଇ ଟ୍ରାଞ୍ଜାକ୍ସନ୍ ବାଛି ମୁଖ୍ୟ ଲିଷ୍ଟରୁ ଅଦୃଶ୍ୟ କରିପାରିବେ।…

ଭୂକମ୍ପ ଆସିବା ପୂର୍ବରୁ ଆପଣଙ୍କୁ ଆଲର୍ଟ କରିବ Android ଫୋନ୍ ! ଜାଣନ୍ତୁ କେମିତି ବଞ୍ଚାଇବେ ଜୀବନ

ନୂଆଦିଲ୍ଲୀ: ଆଜି ସକାଳେ କୋଲକାତା ଓ ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହାପରେ ସେଠାରେ ଲୋକଙ୍କ ମଧ୍ୟରେ ଭୟର ମାହୋଲ ଖେଳିଯାଇଛି। ଅନେକ ସ୍ଥାନରେ ଅଟଳିକାଗୁଡ଼ିକ କିଛି ସେକେଣ୍ଡ ଧରି ହଲୁଥିବା ଦେଖାଯାଇଥିଲା ଏବଂ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ।…

ବୋତଲରେ ରହିଯାଇଥିବା ଅଧା ମଦ ହୋଇଯାଏ ଖରାପ ? ନିଶା ଆଉ ଟେଷ୍ଟରେ କେତେ ଆସିଥାଏ ପାର୍ଥକ୍ୟ ….

ନୂଆଦିଲ୍ଲୀ: ରାତିର ମହଫିଲ ଶେଷ ହେବା ପରେ ଟେବୁଲ୍ ଉପରେ ରହିଯାଇଥିବା ଅଧା ଭର୍ତ୍ତି ହୋଇଥିବା ମଦ ବୋତଲ… ସକାଳ ସୁଦ୍ଧା ତା’ର ସ୍ୱାଦ କେତେ ବଦଳି ଯାଇଥାଏ? ସେ ପୂର୍ବ ଭଳି ଜୋର୍‌ରେ ରହେ ନା ତା’ର ନଶା ମଧ୍ୟ କମି ଯାଏ? ଏହା ପ୍ରତ୍ୟେକ ମଦ୍ୟପାନକାରୀଙ୍କ ମନରେ କେବେ ନା କେବେ ନିଶ୍ଚୟ ଆସିଥାଏ।…

ବଢିଲା ସେବାୟତଙ୍କ ଭତ୍ତା ଟଙ୍କା; ଅକ୍ଷୟ ତୃତୀୟା ପୂର୍ବରୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ…

ପୁରୀ: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବଡ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି ବୃଦ୍ଧି କରାଯାଇଛି । ମାସିକ ୪ ହଜାରରୁ ୫ ହଜାରକୁ ବୃଦ୍ଧି କରାଯାଇଛି । ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ…

PM Fasal Bima Yojana: ଚାଷୀଙ୍କୁ ବଡ ଆଶ୍ବସ୍ତି ଦେଲେ ସରକାର: ଯେମିତି ବି ହେଉ ଫସଲ ନଷ୍ଟ, ମିଳିବ କ୍ଷତିପୂରଣ…

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ଏକ ବଡ଼ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ଫସଲ କ୍ଷତିର ଦୁଇଟି…

ଟି୨୦ ବିଶ୍ୱକପ: ଏହି ଦିନ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ରିପୋର୍ଟ ମୁତାବକ ବିସିସିଆଇ ଏବେ ଆଇସିସି ନିକଟରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ପଠାଇଛି । ଆଇସିସି ଏହାକୁ ଅନୁଧ୍ୟାନ କରିବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀ ଜାରି କରିବ । ଫେବୃୟାରୀ ୭ରେ ଉଦଘାଟନୀ ମ୍ୟାଚ…

ଦିଲ୍ଲୀରେ ଆମୋନିୟମ୍ ନାଇଟ୍ରେଟ୍ କ୍ରୟ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବୋମା ବିସ୍ଫୋରଣ ପରେ, ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଷଡ଼ଯନ୍ତ୍ରକାରୀଙ୍କ ସମ୍ପୂର୍ଣ୍ଣ ମଡ୍ୟୁଲ୍ ପର୍ଦ୍ଦାଫାସ୍ କରୁଛନ୍ତି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଆହୁରି ମଜବୁତ କରାଯାଇଛି । ଏହି ସମୟରେ, ଦିଲ୍ଲୀର…

ଟିକେଟ ନମିଳିବାରୁ ଇସ୍ତଫା ଦେଲେ କଂଗ୍ରେସ ନେତ୍ରୀ…

ବିହାର : ବିହାରରେ ନୂଆ ସରକାର ଗଠନ ହେବା ପରେ, ବିହାର କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ପୁଣି ଥରେ ସାମ୍ନାକୁ ଆସିଛି। ଏହାରି ଭିତରେ ଇସ୍ତଫା ଦେଇଛନ୍ତି  ରାଜ୍ୟ ମହିଳା କଂଗ୍ରେସ ସଭାପତି ସରୱତ ଜାହାନ ଫାତିମା । ତାଙ୍କ ଇସ୍ତଫାପତ୍ରରେ, ଫାତିମା ଦଳୀୟ ନେତୃତ୍ୱ ଏବଂ ବିହାର କଂଗ୍ରେସ…

ଆଶେସ ସିରିଜ: ପ୍ରଥମ ଦିନରେ ପଡିଲା ୧୯ ୱିକେଟ

ପର୍ଥ: ପର୍ଥରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ କ୍ରିକେଟ ସିରିଜ ଆରମ୍ଭ ହୋଇଛି । ଏହି ସିରିଜରେ ୫ଟି ମ୍ୟାଚ ଖେଳାଯିବ । ପ୍ରଥମ ଟେଷ୍ଟରେ ପ୍ରଥମ ଦିବସରେ ୧୯ ୱିକେଟର ପତନ ଘଟିଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ତେବେ ମିଚେଲ ଷ୍ଟାର୍କଙ୍କ ଘାତକ…