Latest Odisha News

BREAKING NEWS

Yearly Archives

2025

ନଭେମ୍ବର ୨୫ରେ କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ମେଳା, ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ମେଗା ନିଯୁକ୍ତି ମେଳା କରିବେ ରାଜ୍ୟ ସରକାର। ୧୩ଟି ବିଭାଗରେ ୭ ହଜାରରୁ ଅଧିକ ଜଣଙ୍କୁ ବଣ୍ଟନ ହେବ ନିଯୁକ୍ତି ପତ୍ର। ଏନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ…

IED Defused: ହିଡମା ଏନକାଉଣ୍ଟର ପରେ ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ, ୧୦ କେଜିର IED ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି:ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ । ନଭେମ୍ବର ୧୮ ତାରିଖରେ ତେଲେଙ୍ଗାନା ଏବଂ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଯବାନଙ୍କ ସହ ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲ ମାଡଭି ହିଡମା ନିହତ ହୋଇଥିଲା। ହିଡମାର ମୃତ୍ୟୁ ପରଠାରୁ ଯବାନମାନେ ମାଲକାନଗିରି ଜିଲ୍ଲା ସୀମାନ୍ତ ବସ୍ତରରେ…

କ୍ୟାରିୟରରେ ପ୍ରଥମ ଥର ଏହି ସଫଳତା ହାସଲ କଲେ ମିଚେଲ ଷ୍ଟାର୍କ

ପର୍ଥ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ଆଶେସ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୧୭୨ ରନରେ ଅଲଆଉଟ ହୋଇଯାଇଛି । ଅଷ୍ଟ୍ରେଲିଆର ପେସ ବୋଲର…

G20 ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦି, ଏହି ପ୍ରସଙ୍ଗଗୁଡ଼ିକ ଉପରେ ହେବ ଆଲୋଚନା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେ ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୦ ତମ G20 ଶିଖର ସମ୍ମିଳନୀରେ ଯୋଗଦେବେ। ବିକାଶଶୀଳ ଦେଶମାନଙ୍କରେ ଏହା ଲଗାତାର…

Typhoon strikes Viet Nam: କାନ୍ଦୁଛି ଭିଏତନାମା, ଦୁର୍ବିସହ ହୋଇପଡିଛି ଜନଜୀବନ…

ନୂଆଦିଲ୍ଲୀ: ଭିଏତନାମା ବୋଝ ଉପରେ ନଳିତା ବିଡା...ତାଣ୍ଡବ ରଚାଇଛି ଭୂସ୍ଖଳନ, ବନ୍ୟା, ବର୍ଷା ବିତ୍ପାତ...ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ...ଗଲାଣି ୪୧ ଜୀବନ ପ୍ରବଳ ବର୍ଷା ବନ୍ୟା ଏବଂ ଭୂସ୍ଖଳନ ଏକା ସାଙ୍ଗରେ ଭିଏତନାମା ଉପରେ ଦାଉ ସାଧିଥିବାରୁ ଏବେ ବିପଦରେ ଜୀବନ । ଏହି…

ବାଂଲାଦେଶ-ଆୟର୍ଲାଣ୍ଡ ମ୍ୟାଚରେ ଭୂମିକମ୍ପ

ମୀରପୁର: ଟେଷ୍ଟ କ୍ରିକେଟ ଇତିହାସରେ ଅନେକ ଥର ଭିନ୍ନ ଭିନ୍ନ କାରଣ ଯୋଗୁ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ସ୍ଥାନୀୟ ଶେର ବାଂଲା ଜାତୀୟ ଷ୍ଟାଡିୟମରେ ବାଂଲାଦେଶ-ଆୟର୍ଲାଣ୍ଡ ମ୍ୟାଚ ଚାଲିଥିବା ବେଳେ ହଠାତ ଏହାକୁ ରୋକା ଯାଇଥିଲା । ଶୁକ୍ରବାର ଏଠାରେ ୫.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା ।…

ବିବାଦ ଭିତରେ ମେକ୍ସିକାନ୍ ସୁନ୍ଦରୀ ପିନ୍ଧିଲେ Miss Universe-2025 ମୁକୁଟ, ଜାଣନ୍ତୁ କେତେ ସ୍ଥାନରେ ଅଛି ଭାରତ…

ନୂଆଦିଲ୍ଲୀ: ସାରା ବିଶ୍ୱର ମଡେଲମାନଙ୍କ ପାଇଁ ମିସ୍ ୟୁନିଭର୍ସ ଟାଇଟଲ ଜିତିବା ଏକ ସ୍ୱପ୍ନଠାରୁ କମ୍ ନୁହେଁ। ପ୍ରତିବର୍ଷ, ଅଗଣିତ ମଡେଲ ନିଜର ଭାଗ୍ୟ ପରୀକ୍ଷା କରନ୍ତି ଏବଂ ମିସ୍ ୟୁନିଭର୍ସ ମୁକୁଟ ପାଇଁ ଆକାଂକ୍ଷା କରନ୍ତି। ଏଥର, ବିଶ୍ୱର ଅନେକ ଦେଶର ମଡେଲମାନେ ମିସ୍ ୟୁନିଭର୍ସ…

ଓଡ଼ିଶାର ଖୋଲିବ ବିଶ୍ୱର ପ୍ରଥମ କଳାବାଘ ସଫାରୀ, ଖୁବଶୀଘ୍ର ବୁଲିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ବାରିପଦାରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି କଳାବାଘ ସଫାରୀ । ବହୁ ଦିନର ପ୍ରତୀକ୍ଷା ପରେ ବାରିପଦାର ମଞ୍ଚାବେଡ଼ା ଠାରେ ବିଶ୍ୱର ପ୍ରଥମ କଳା ବାଘ ସଫାରୀ ଖୋଲିବାକୁ ଯାଉଛି। କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡଏ)ଙ୍କ ସବୁଜ ସଂକେତ ମିଳି…

Prashant Kishor ‘maun upvas’: ବିହାର ନିର୍ବାଚନ ପରାଜୟ ପରେ ନୀରବ ଅନଶନରେ ପ୍ରଶାନ୍ତ କିଶୋର, ଗାନ୍ଧୀ ଆଶ୍ରମରେ…

ପାଟନା: ବିହାର ବିଧାନସଭା ନିର୍ବାଚନରେ ​​ଜନସୁରାଜ ପାର୍ଟିର ଦମନମୂଳକ ପରାଜୟ ପରେ, ଏହାର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ନୀରବ ଅନଶନରେ ବସିଛନ୍ତି। ପ୍ରଶାନ୍ତ କିଶୋର ପଶ୍ଚିମ ଚମ୍ପାରଣର ଭିତିହାରୱା ଗାନ୍ଧୀ ଆଶ୍ରମରେ ୨୪ ଘଣ୍ଟା ଧରି ନୀରବ ଅନଶନରେ ବସିଛନ୍ତି, ଦଳର ପରାଜୟ ଉପରେ…

ବାଲିଯାତ୍ରା ପଡ଼ିଆକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ, ତୁରନ୍ତ ସଫେଇ ପାଇଁ ଦେଲେ ନିର୍ଦ୍ଦେଶ

କଟକ: ବାଲିଯାତ୍ରା ପଡ଼ିଆକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ। ହାଇକୋର୍ଟରେ କଟକ ସହର ସମସ୍ୟା ମାମଲାର ଶୁଣାଣି ବେଳେ ବାଲିଯାତ୍ରା ଶେଷ ହେବା ପରେ ପଡ଼ିଆ ସଫେଇ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଦାଲତ। ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଘରୋଇ ଏଜେନ୍ସିକୁ ସଫେଇ ଦାୟିତ୍ବ ଦିଆଯାଇଥିଲେ…