Latest Odisha News

BREAKING NEWS

Yearly Archives

2025

ସାବଧାନ! ବଜାରରେ ORS ନାଁରେ ବିକ୍ରି ହେଉଛି ଫଳରସ ଓ ଇଲେକ୍ଟୋଲାଇଟ୍ ଡ୍ରିଙ୍କ୍

ନୂଆଦିଲ୍ଲୀ: ଯଦି ଆପଣ ORS ଆଳରେ କିଛି ନ ଦେଖି ସେବନ କରୁଛନ୍ତି, ତେବେ ସତର୍କ ହେଇଯାଆନ୍ତୁ। କାରଣ ଆପଣଙ୍କୁ ହୁଏତ ଓଆରଏସ୍ କହି ଫଳ ରସ କିମ୍ବା ଇଲେକ୍ଟ୍ରୋଲାଇଟ୍ ପାନୀୟ ବିକ୍ରି କରାଯାଉଛି। ORS ବ୍ରାଣ୍ଡ ନାଁରେ ବିକ୍ରି ହେଉଥିବା ଫଳ ରସ ଏବଂ ଇଲେକ୍ଟ୍ରୋଲାଇଟ୍ ପାନୀୟ ବିରୋଧରେ FSSAI କଠୋର…

Pitavas Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ୪ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ୪ଜଣଙ୍କୁ ରିମାଣ୍ଡରେ ନେଲା ପୋଲିସ । କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି । ବୈଦ୍ୟନାଥପୁର ଥାନାରେ ଏସପି ସର୍ବଣା ବିବେକ ଏମ ଦୀର୍ଘ ସମୟ ଧରି…

Low Pressure: ଲଘୁଚାପ ଆଣୁଛି ବଡ଼ ବର୍ଷା: ବାତ୍ୟା ଆଶଙ୍କା, ଚାଷୀଙ୍କ ମନରେ ଛନକା

ଭୁବନେଶ୍ବର: ଲଘୁଚାପ ଆଣୁଛି ବଡ଼ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଦିନକ ପରେ ୨୪ ତାରିଖରେ ଅଧିକ ଘନୀଭୂତ ହୋଇ ଏହା ଡିପ୍ରେସନର ରୂପ ନେବ। ଏହା ପରେ ଘନୀଭୂତ ହୋଇ ୨୬ କିମ୍ବା ୨୭…

ଲୁଣ ଭାବି ଥିମେଟ ଖାଇ ୩ ଶିଶୁ ଗୁରୁତର, ମେଡିକାଲରେ ଭର୍ତ୍ତି

ବାଲେଶ୍ବର: ଲୁଣ ଭାବି ଥିମେଟ ଖାଇଦେଲେ ୩ ଶିଶୁ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ୩ ଶିଶୁ ଅଜାଣତରେ ଥିମେଟ ଖାଇ ବର୍ତ୍ତମାନ…

Notam issued by India: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ନିକଟରେ NOTAM ଜାରି କଲା ଭାରତ

ନୂଆଦିଲ୍ଲୀ: ଭାରତ ନଭେମ୍ବର ୨୫ ରୁ ୨୭, ୨୦୨୫ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପାଖରେ ସମ୍ଭାବ୍ୟ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଏକ NOTAM (ନୋ-ଫ୍ଲାଏ ଜୋନ୍ ଚେତାବନୀ) ଜାରି କରିଛି। ଏହି ଚେତାବନୀ ଟ୍ରାଇ-ସର୍ଭିସେସ୍ ଥିଏଟର କମାଣ୍ଡ ଅଧୀନରେ ବଙ୍ଗୋପସାଗର ଅଞ୍ଚଳ ପାଇଁ ଜାରି…

ବିଶ୍ୱର କେଉଁଠି ସବୁଠାରୁ ଶସ୍ତା MBBS ପାଠପଢ଼ା ? ମାତ୍ର ଏତିକି ଟଙ୍କାରେ ଡାକ୍ତର ହୋଇଯିବେ !

ନୂଆଦିଲ୍ଲୀ: ବିଶ୍ୱରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠାରେ ଭାରତର ତୁଳନାରେ ବହୁତ କମ୍ ଖର୍ଚ୍ଚରେ MBBS ପଢ଼ାଯାଇପାରେ ଏବଂ ଏହି ଦେଶମାନଙ୍କ ମଧ୍ୟରେ କାଜାକସ୍ତାନ୍ ସବୁଠୁ ଲୋକପ୍ରିୟ ବୋଲି କୁହାଯାଏ। ପ୍ରତିବର୍ଷ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ କମ୍ ଫିସ୍, ସହଜ ଏଡମିଶନ୍ ଏବଂ ଉତ୍ତମ…

ଗୁଗଲ୍ କ୍ରୋମ୍ ବ୍ୟବହାର କରୁଥିଲେ ସାବଧାନ ! ମୋବାଇ ହୋଇଯାଉଛି ହ୍ୟାକ୍

ନୂଆଦିଲ୍ଲୀ: ଗୁଗଲ୍ କ୍ରୋମ୍ ବିଶ୍ୱରେ ସବୁଠୁ ଅଧିକ ବ୍ୟବହୃତ ଓ୍ୱେବ୍ ବ୍ରାଉଜର୍। ଯଦି ଆପଣ ମଧ୍ୟ ଏହା ବ୍ୟବହାର କରୁଛନ୍ତି ତେବେ ସତର୍କ ହେବାର ଆବଶ୍ୟକତା ରହିଛି। ଗୁଗଲ୍ ଏଥିର ଏକ ନୂଆ ଜିରୋ-ଡେ ଫ୍ଲ଼ୋର ଚିହ୍ନଟ କରିଛି। ଏହି ସୁରକ୍ଷା ତ୍ରୁଟିକୁ CVE-2025-13223 ନାମ ଦିଆଯାଇଛି ଏବଂ ଏହା…

ମଣିଷ କିସ୍ କରିବା କାହାଠୁ ଶିଖିଥିଲା ? ୨୧ ମିଲିୟନ ବର୍ଷ ପୂର୍ବରୁ ହୋଇଥିଲା ପ୍ରଥମ ଚୁମ୍ୱନ, ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: କିସ୍‌ ବା ଚମ୍ୱନ ଏହା କେବେଠୁ ଆରମ୍ଭ ହୋଇଥିଲା? ହୁଏତ ଆପଣଙ୍କ ମନରେ କେବେ କେବେ ଏହି ପ୍ରଶ୍ନ ଆସିଥିବ, କିନ୍ତୁ ଉତ୍ତର ପାଇନଥିବେ । ଏବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏକ ନୂଆ ଅଧ୍ୟୟନ କରି ଏହି ଚମ୍ୱନ କେବେଠୁ ଆରମ୍ଭ ହୋଇଛି ତାହା ବାହାର କରିଛନ୍ତି । ଅକ୍ସଫୋର୍ଡ…

ଆସନ୍ତାକାଲି ଓଡ଼ିଶା ଆସିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ଚମତ୍କାର ବିଜୟ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିହାର ବିଜୟ ପରେ ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ସମୟରେ ଧର୍ମେନ୍ଦ୍ର ବିଭିନ୍ନ…

ନିର୍ବନ୍ଧ କଲେ କି ହାର୍ଦ୍ଦିକ ପାଣ୍ଡ୍ୟା…

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ମାହିକା ଶର୍ମାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେମାନଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।ମାହିକାଙ୍କ ହାତରେ ଏକ ସୁନ୍ଦର ମୁଦି ଦେଖି ଉଭୟଙ୍କର ନିର୍ବନ୍ଧ ହୋଇସାରିଥିବା ନେଇ କୁହାଯାଉଛି। ତେବେ ହାର୍ଦ୍ଦିକ…