Indian Coast Guard:ବାଂଲାଦେଶ ବିରୋଧରେ ଭାରତୀୟ ତଟରକ୍ଷୀ ବାହିନୀର ବଡ଼ କାର୍ଯ୍ୟାନୁଷ୍ଠାନ, ୩ଡଙ୍ଗା ଜବତ, ୭୯ ଗିରଫ
ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ବାଂଲାଦେଶୀ ଡଙ୍ଗା ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ECZ) ରେ ବେଆଇନ ମାଛ ଧରିବା ପାଇଁ ତିନୋଟି ବାଂଲାଦେଶୀ ମାଛଧରା ଡଙ୍ଗା ଜବତ କରାଯାଇଛି ଏବଂ ସେଥିରେ ଥିବା ୭୯ ଜଣଙ୍କୁ ଗିରଫ କରାଯାଇଛି।…