ଆଇସିସି ର୍ୟାଙ୍କିଙ୍ଗ: ୧ ନମ୍ବର ସ୍ଥାନରୁ ହଟିଲେ ରୋହିତ ଶର୍ମା
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସଦ୍ୟ ପ୍ରକାଶିତ ଦିନିକିଆ ର୍ୟାଙ୍କିଙ୍ଗରେ ଭାରତର ରୋହିତ ଶର୍ମା ଶୀର୍ଷ ସ୍ଥାନରୁ ଖସି ଆସିଛନ୍ତି । ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଡାରେଲ ମିଚେଲ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଶତକ ହାସଲ କରିବା…