Latest Odisha News

BREAKING NEWS

Yearly Archives

2025

IED ଠାରୁ କେତେ ଖତରନାକ୍ ହୋଇଥାଏ RDX ? ଜାଣନ୍ତୁ କାହାର ବିସ୍ଫୋରଣରେ ହୋଇଥାଏ ଅଧିକ କ୍ଷତି…

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଲାଲ୍ କିଲ୍ଲା ନିକଟରେ ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର-୧ ପାଖରେ ଭୟଙ୍କର ବିସ୍ଫୋରଣ ଘଟି ରାଜଧାନୀରେ ଆତଙ୍କ ଖେଳିଯାଇଛି। ଏହି ବ୍ଲାଷ୍ଟ୍ ରେଡ୍ ଲାଇଟ୍ ନିକଟରେ ଥିବା ହୁଣ୍ଡାଇ I20 କାର୍‌ରେ ହୋଇଥିଲା। ଏପି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସେଠାରେ ଥିବା ଅନେକ…

ଦିଲ୍ଲୀ ବିସ୍ଫୋରଣ; ୩ ଦିନ ପାଇଁ ଲାଲକିଲ୍ଲା ବନ୍ଦ, ମେଟ୍ରୋ ଓ ଚାନ୍ଦନୀ ଚୌକ ମଧ୍ୟ ବନ୍ଦ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୋମବାର ଏକ ଜୋରଦାର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦରେ ପୁରା ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଲାଲକିଲ୍ଲାକୁ ମଧ୍ୟ ତିନି ଦିନ ପାଇଁ ବନ୍ଦ ରଖାଯାଇଛି। ସୂଚନା ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ୱ…

ଜିତେନ୍ଦ୍ର ସୁସ୍ଥ ଅଛନ୍ତି କହିଲେ ତୁଷାର

ମୁମ୍ବାଇ: ଏବେ ବଲିଉଡରୁ ଅନେକ ଦୁଃଖଦ ଖବର ଶୁଣିବାକୁ ମିଳୁଛି । ଧର୍ମେନ୍ଦ୍ର ଓ ପ୍ରେମଚୋପ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ବେଳେ ଜିତେନ୍ଦ୍ର ମଧ୍ୟ ହଠାତ କାଲି ତଳେ ପଡି ଯାଇଥିଲେ । ଯାହାକୁ ନେଇ ପ୍ରଶଂସକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ସଞ୍ଜୟ ଖାଁଙ୍କ ପତ୍ନୀ ଜରୀନଙ୍କ ପ୍ରେୟର…

ରାଜ୍ୟରେ ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଶୀତ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିବା ନେଇ  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ଏଥିସହିତ କନ୍ଧମାଳର ଜି. ଉଦୟଗିରି ଏବଂ ଫୁଲବାଣୀ…

Delhi Blast: ବିସ୍ଫୋରଣକାରୀଙ୍କୁ ଭୁଟାନ ମାଟିରୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କାଲି ସୁରକ୍ଷା ସମ୍ପର୍କିତ…

ନୂଆଦିଲ୍ଲୀ: ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ପଛରେ ଷଡ଼ଯନ୍ତ୍ରରେ ସାମିଲ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ। ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ…

Delhi blast: “ବିସ୍ଫୋରଣ ପାଇଁ ଦାୟୀ ଲୋକଙ୍କୁ ଛଡ଼ାଯିବ ନାହିଁ, କଠୋର ଦଣ୍ଡ ମିଳିବ”, ଦିଲ୍ଲୀ…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, "ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ତଦନ୍ତ ଚାଲିଛି। ତଦନ୍ତର ବିବରଣୀ ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ। ବିସ୍ଫୋରଣ ପାଇଁ ଦାୟୀଙ୍କୁ ଛଡ଼ାଯିବ ନାହିଁ।…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ

ଭୁବନେଶ୍ଵର: ନୂଆପଡ଼ା କୁଳିଆବନ୍ଧ ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ। ଭୋଟ୍‌ର ଗୋପନୀୟତା ଉଲ୍ଲଙ୍ଘନ କରିବାରୁ କାର୍ଯ୍ୟାନୁଷ୍ଠାନ। ପ୍ରେସମିଟ୍ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସିଇଓ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହ ଭୋଟିଂ…

Delhi blast: “ଆତଙ୍କବାଦୀମାନେ ଅପରେସନ ସିନ୍ଦୁରର ପ୍ରତିଶୋଧ ନେବାକୁ ଚାହାଁନ୍ତି,” ଦିଲ୍ଲୀ ବିସ୍ଫୋରଣ…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଞ୍ଝି ଦିଲ୍ଲୀ ବିସ୍ଫୋରଣ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଆକ୍ରମଣ ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ଥିଲା। ସେ ଏହାକୁ ଅପରେସନ ସିନ୍ଦୂର ପରେ ପ୍ରତିଶୋଧ ସହିତ ଯୋଡିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଆତଙ୍କବାଦୀମାନେ ବହୁତ…

ଦିଲ୍ଲୀ ବିସ୍ଫୋରଣ ସବୁ ଦିଗରୁ ତଦନ୍ତ ହେବ: ଶାହଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୈଠକ। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ଶାହ। ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, NIA ଡିଜି, ଦିଲ୍ଲୀ ପୋଲିସ କମିଶନର ଉପସ୍ଥିତ ରହିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ…

ଦିଲ୍ଲୀ ବିସ୍ଫୋରଣ: ସାମ୍ନାକୁ ଆସିଲା ଉମରର ପ୍ରଥମ ଫଟୋ, ବ୍ଲାଷ୍ଟ ବେଳେ ହଡ଼ବଡ଼େଇ ଯାଇଥିଲା ଆତଙ୍କୀ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ଉମରର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି। ସେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ କରାଇଥିଲା, ଯେଉଁଥିରେ ନଅ ଜଣ ପ୍ରାଣ ହରାଇଥିଲେ ଏବଂ ୨୪ ଜଣ ଆହତ ହୋଇଥିଲେ। ମଙ୍ଗଳବାର ବିସ୍ଫୋରଣ ପୂର୍ବରୁ ସିସିଟିଭି ଫୁଟେଜ୍ ସାମ୍ନାକୁ…