Latest Odisha News

BREAKING NEWS

Yearly Archives

2025

Bihar Elections: ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ମୋଟ ୨୪୩ଟି ଆସନ ମଧ୍ୟରୁ ୧୨୨ଟି ଆସନରେ ହେଉଛି ମତଦାନ। ୧୩୦୨ ପ୍ରାର୍ଥଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୩ କୋଟି ୭୦ ଲକ୍ଷ ଭୋଟର। ୧୩୦୨ ପ୍ରାର୍ଥୀଙ୍କ ମଧ୍ୟରେ ୧୩୬ ମହିଳା ପ୍ରାର୍ଥୀ…

Delhi Blast: ଦିଲ୍ଲୀ ବ୍ଲାଷ୍ଟ୍ ସହ ପୁଲୱାମା କନେକ୍ସନ: ସାମ୍ନାକୁ ଆସିଲା ସନ୍ଦିଗ୍ଧ ଯୁବକର ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପଛରେ ରହିଛି ପୁଲୱାମା ଲିଙ୍କ୍‌। ଗତକାଲି ସଂଧ୍ୟାରେ ଦିଲ୍ଲୀର ଚର୍ଚ୍ଚିତ ସ୍ଥାନ ଲାଲକିଲ୍ଲା ବାହାରେ ହୋଇଥିଲା ବଡ଼ ବିସ୍ଫୋରଣ । ଏକ i 20 କାର୍‌ରେ ହୋଇଥିଲା ବିସ୍ଫୋରଣ । ସାମ୍ନାକୁ ଆସିଲା ସନ୍ଦିଗ୍ଧ ଯୁବକର ଫଟୋ। ବର୍ତ୍ତମାନ ବିସ୍ଫୋରଣ ହୋଇଥିବା କାର୍‌…

Delhi Blasts: ଦିଲ୍ଲୀ ବିସ୍ଫୋରଣ: ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର କାର୍ ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଛି। ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି । ଧାରା ୧୬, ୧୮, ୟୁଏପିଏ ଆକ୍ଟ ତଥା ଆତଙ୍କବାଦୀ ବିରୋଧୀ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ । କୋଟୱାଲି ପୋଲିସ…

Nuapada Bypoll: ଭୋଟ ଦେଉଛି ନୂଆପଡ଼ା, ନେତା ବାଛିବେ ଅଢେଇ ଲକ୍ଷ ଭୋଟର

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ। ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ନେତା ବାଛିବେ। ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମୋଟ୍ ୩୫୮ ମତଦାନ କେନ୍ଦ୍ରରୁ ୪୭ଟି ସମ୍ବେଦନଶୀଳ ବୁଥ୍। ସମ୍ବେଦନଶୀଳ ବୁଥ୍‌ରେ ୪ଟା ଯାଏଁ, ଅନ୍ୟ ସବୁ ବୁଥ୍‌ରେ ୫ଟା ଯାଏଁ ଭୋଟିଂ…

Daringbadi: ଏହି ଦିନ ଉଦ୍‌ଘାଟନ ହେବ ଦାରିଙ୍ଗବାଡି ଇକୋ ରିଟ୍ରିଟ; ମିଳିବ ଏହି ସୁଯୋଗ

କନ୍ଧମାଳ: ଦାରିଙ୍ଗବାଡିରେ ଶୀତ ବଢିବା ସାଙ୍ଗକୁ ପର୍ଯ୍ୟଟକ ମଧ୍ୟ ଭିଡ଼ ମଧ୍ୟ ବଢିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘ ୫ ବର୍ଷ ହେଲା ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ବ୍ୟବସ୍ଥା କରି ସେଠାରେ ତମ୍ବୁ ଘର କରୁଛନ୍ତି। ସେଠାରେ ପର୍ଯ୍ୟଟକ ପଞ୍ଚ ତାରକା ହୋଟେଲର ସୁବିଧା ପାଉଛନ୍ତି । ଚଳିତ ବର୍ଷ…

ପ୍ରାକୃତିକ ମଶା ନିରୋଧକ ସ୍ପ୍ରେ ତିଆରି ପାଇଁ ପାଣିରେ ମିଶାନ୍ତୁ ୬ଟି ଜିନିଷ

ଭୁବନେଶ୍ବର: ମଶା କାମୁଡ଼ାଲେ ଡେଙ୍ଗୁ, ମ୍ୟାଲେରିଆ, ଚିକୁନଗୁନିଆ ଇତ୍ୟାଦି ରୋଗ ସୃଷ୍ଟି ହୁଏ। ବିଶେଷକରି ପିଲାମାନଙ୍କୁ ମଶାଙ୍କଠାରୁ ରକ୍ଷା କରିବା ଉଚିତ। ଲୋକମାନେ ମଶାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଔଷଧ, ସ୍ପ୍ରେ, ଲୋସନ, ହିଟ୍ ଇତ୍ୟାଦି ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର…

ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ; ବିଳମ୍ୱ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ 

ନୂଆଦିଲ୍ଲୀ: ସଂସଦୀୟ ଏବଂ ବିଧାନସଭା ନିର୍ବାଚନରେ ମହିଳାଙ୍କ ସଂରକ୍ଷଣକୁ ନେଇ ସେପ୍ଟେମ୍ବର ୨୦୨୩ରେ ଏକ ସଂଶୋଧିତ ଆଇନ ସଂସଦ ଦ୍ଵାରା ଗୃହୀତ ହେବା ପରେ ଏକ ନୂତନ ଧାରା ୩୩୪ଏ ଏଥିରେ ଯୋଡା ଯାଇଥିଲା। ଏହି ନୂତନ ଧାରା ଅନୁଯାୟୀ ନୂତନ ଜନଗଣନା ଓ ସିଟ୍ ସୀମା ନିର୍ଦ୍ଧାରଣ ସମାପ୍ତ ହେବା ପରେ…

ଆଇଆର୍‌ସିର ଉପ-ସଭାପତି ଭାବେ ନିର୍ବାଚିତ ହେଲେ ଇଆଇସି ଏଲ୍‌.କେ.ପାଢୀ

ଭୁବନେଶ୍ବର: ରାଜପଥ ଇଞ୍ଜିନିୟରମାନଙ୍କର ସର୍ବୋଚ୍ଚ ସଂଗଠନ, ଆଇଆର୍‌ସିର ୮୪ତମ ସଂସ୍କରଣର ୨୩୬ତମ ପରିଷଦ ବୈଠକରେ ନୂତନ ପଦାଧିକାରୀମାନଙ୍କ ନାମ ଘୋଷଣା କରାଯାଇଛି। ତେଲେଙ୍ଗାନା ସରକାରଙ୍କ ସଡ଼କ ଓ ବିଲ୍ଡିଂ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌, ଇଂ. ଜେ.ମୋହନ ନାଏକ ଆଇଆର୍‌ସିର ସଭାପତି ଭାବେ…

Delhi Blast: ଲାଲକିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ବଡ଼ ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ  LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କୁ ଭେଟିବା ପାଇଁ ହସ୍ପିଟାଲରେ ପହଂଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ହାଇଆଲର୍ଟ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…

ଭୁବନେଶ୍ୱର: ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ଅନେକ ଲୋକଙ୍କ ଜୀବନ ଯିବା ପରେ, ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ସମସ୍ତ ପ୍ରମୁଖ ଧାର୍ମିକ ଏବଂ ରଣନୈତିକ ପ୍ରତିଷ୍ଠାନରେ ଓଡ଼ିଶା ପୋଲିସ ହାଇ ଆଲର୍ଟ ଜାରି କରିଛି। ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି…