ଆରସିବି ଟିମକୁ କିଣି ପାରନ୍ତି କାନ୍ତାରା ନିର୍ମାତା
ବେଙ୍ଗାଲୁର: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପୂର୍ବରୁ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରକୁ ନେଇ ଏକ ବଡ ଖବର ସମ୍ମୁଖକୁ ଆସିଛି । ମିନି ନିଲାମ ପୂର୍ବରୁ କାନ୍ତାରା ଫିଲ୍ମର ନିର୍ମାତା ହୋମବେଲ ଫିଲ୍ମସ ଆରସିବିକୁ ନେଇ ଆଗ୍ରହ ପ୍ରକାଶ କରିଛି । ଟିମର ମାଲିକାନା ରାଇଟ୍ସ…