Terror plot in Faridabad: ଡାକ୍ତରଙ୍କ ଘରୁ ୩୬୦ କିଲୋ ବିସ୍ଫୋରକ, AK-47 ଜବତ; ଆତଙ୍କବାଦୀ କନେକ୍ସନ ସନ୍ଦେହ
ନୂଆଦିଲ୍ଲୀ: ଦେଶରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ ସଂଲଗ୍ନ ଫରିଦାବାଦରେ ଥିବା ଜଣେ ଡାକ୍ତରଙ୍କ ଘରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଜମ୍ମୁ ଏବଂ କାଶ୍ମୀର ପୋଲିସ ଫରିଦାବାଦରେ ଜଣେ ଡାକ୍ତରଙ୍କ ଘରେ ଚଢାଉ କରିଛି। ଚଢାଉ ସମୟରେ ପୋଲିସ ୩୬୦…