Latest Odisha News

BREAKING NEWS

Yearly Archives

2025

Gold Mine: ଗୋଟିଏ ବର୍ଷ ମଧ୍ୟରେ ଚୀନରେ ପୁଣି ମିଳିଲା ତୃତୀୟ ସୁନା ଭଣ୍ଡାର

ବେଜିଂ: ଚୀନ୍ ରେ ମାଟି ତଳୁ ମିଳିଛି ବିଶାଳ ସୁନା ଭଣ୍ଡାର । ଚୀନ୍ ବୈଜ୍ଞାନିକମାନେ ଏହି ବିଶାଳ ସୁନା ଭଣ୍ଡାର ଆବିଷ୍କାର କରିଛନ୍ତି । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ବିଶାଳ ସୁନା ଭଣ୍ଡାରର ପରିମାଣ ୧ ହଜାର ଟନ୍ ରୁ ଅଧିକ ହୋଇପାରେ । ଜିନଜିଆଙ୍ଗ ଉଇଗୁର ସ୍ୱୟଂଶାସିତ ଅଞ୍ଚଳର ପଶ୍ଚିମ…

Weather update: ଆସନ୍ତା ୩୦ ତାରିଖରୁ ଆହୁରି ବଢିବ ଶୀତର ପ୍ରକୋପ !

ଭୁବନେଶ୍ବର:ପାରଦ ଖସୁଛି, ଶୀତ ବଢୁଛି। ଉପକୂଳ, ପଶ୍ଚିମ, ଦକ୍ଷିଣ ଓଡ଼ିଶା ସବୁଠି ବଢିଲାଣି ଥଣ୍ଡା । କନ୍ଧମାଳ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ ରହୁଛି । ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ରହୁଛି । ତେବେ ରାଜ୍ୟବାସୀଙ୍କୁ ଆଗୁଆ ସତର୍କ କରାଇଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର…

ଅଫିସ୍‌ ରମାନ୍ସରେ ଭାରତ ଆଗରେ, ରୋଚକ ସର୍ଭେ

ନୂଆଦିଲ୍ଲୀ: ଆଜିକାଲି ଆମ ସମସ୍ତଙ୍କ ଜୀବନର ବଡ଼ ଅଂଶ ଅଫିସ୍‌ରେ ହିଁ କଟିଯାଏ। ଲମ୍ବା ଘଣ୍ଟା, ଟିମ୍‌ ଓ୍ୱାର୍କ, ନିରନ୍ତର କଥାବାର୍ତ୍ତା ଏବଂ ଏକାଠି କାମ କରିବା ଯୋଗୁ ଅନେକ ଥର ରିଲେସନଶିପ୍‌ର ଦୂରତ୍ୱ କମିଯାଏ। ଏଭଳି ପରିବେଶ ଅନେକ ଥର ଲୋକଙ୍କୁ ପରସ୍ପର ନିକଟକୁ ଆଣିଦିଏ, ଏବଂ ଏହି କାରଣରୁ…

ଯଦି ବିହାରର ସବୁ ବିରୋଧୀ ବିଧାୟକ ଦିଅନ୍ତି ଇସ୍ତଫା ତେବେ କ’ଣ ହେବ ? ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ରେ ଏନଡିଏ ୨୪୩ରୁ ୨୦୨ ଆସନ ହାସଲ କରିଛି ଏବଂ ମହାଗଠବନ୍ଧନ ପାଖରେ କେବଳ ୩୫ ଆସନ ହିଁ ରହିଛି। ଏହାରି ଭିତରେ ଏକ ପ୍ରଶ୍ନ ଉଠୁଛି ଯେ ଯଦି ସମସ୍ତ ବିରୋଧୀ ବିଧାୟକ ଏକାଠି ଇସ୍ତଫା ଦିଅନ୍ତି ତେବେ କ’ଣ ହେବ? ବିଧାନସଭା ଚାଲିବ ନା ଶାସନ ସମ୍ପୂର୍ଣ୍ଣ…

Delhi Blast: ଦିଲ୍ଲୀ ବିସ୍ଫୋରଣ ମାମଲା: ଆତଙ୍କବାଦୀ ଡାକ୍ତର ଉମରଙ୍କ ସହଯୋଗୀ ଆମିର ରସିଦ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଲକିଲ୍ଲା କାର ବିସ୍ଫୋରଣ ମାମଲାରେ NIA ଏକ ବଡ଼ ସଫଳତା ହାସଲ କରିଛି । ଆତ୍ମଘାତୀ ବିସ୍ଫୋରଣକାରୀର ସହଯୋଗୀ ଆମିର ରସିଦ ଅଲିଙ୍କୁ ଦିଲ୍ଲୀରେ ଗିରଫ କରାଯାଇଛି । ଜମ୍ମୁ ଓ କାଶ୍ମୀରର ସାମ୍ବୋରା (ପାମ୍ପୋର)ର ବାସିନ୍ଦା ଆମିର ଉନ୍ ନବିଙ୍କ ସହ ଷଡ଼ଯନ୍ତ୍ର କରିଥିଲେ ।…

ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ବଡ଼ ଆଶ୍ୱସ୍ତି, ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ମୋଟର ଯାନ ଆଇନ, ୧୯୮୮ ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଯାନବାହାନ ମାଲିକ ଏବଂ ଡ୍ରାଇଭରମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ସୁବିଧା ଜୁଲାଇ ୩୧, ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।…

ମହାପ୍ରଭୁଙ୍କର ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥି ଅର୍ଥାତ୍ ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍‌ଣରେ ହେବ ‌ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ…

ସୁଦର୍ଶନ ଚକ୍ର ବୁଲିବ; ରୋହିଣୀଙ୍କୁ ନେଇ କାହିଁକି ଏଭଳି କହିଲେ ତେଜ ପ୍ରତାପ

ପାଟନା: ବିହାର ବିଧାନସଭା ନିର୍ବାଚନରେ ପରାଜୟ ପରେ ଲାଲୁ ପରିବାର ମଧ୍ୟରେ ମତଭେଦ ଦେଖାଦେଇଛି। ତେଜ ପ୍ରତାପ ଯାଦବଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ରୋହିଣୀ ଆଚାର୍ଯ୍ୟ ଏବେ ପରିବାର ଏବଂ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ସେ ସଞ୍ଜୟ ଯାଦବ ଏବଂ ରମିଜଙ୍କ ଉପରେ ଚାପ ପକାଇବା ନେଇ ଅଭିଯୋଗ…

ପୋଲିସ ଓ ବିଏସଏଫକୁ ଆଉ ଏକ ସଫଳତା, ଗୁମ୍ଫାରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଜବତ

ମାଲକାନଗିରି: ପୋଲିସ ଓ BSFକୁ ମିଳିଛି ଆଉ ଏକ ସଫଳତା। ଏକ ଗୁମ୍ଫାରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଜବତ ହୋଇଛି। କାଲିମେଳା ଥାନା ଦୁଲାଗୁଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରକକୁ ଜବତ କରିଛନ୍ତି ପୋଲିସ ଓ ବିଏସଏଫ। ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ରହିଛି ଗୋଟିଏ ବନ୍ଧୁକ,…

Nuapada Results: ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ, ନୂଆପଡ଼ାରେ କାରସାଦି ହୋଇଛି କହିଲେ ସ୍ନେହାଙ୍ଗିନୀ

ନୂଆପଡ଼ା: ନୂଆପଡା ଉପନିର୍ବାଚନ ଶେଷ ହେବା ପରେ ପୁଣି ଆରମ୍ଭ ହେଲା ରାଜନୀତି। ଭୋଟରେ ଯାହା ଆଶା କରାଯାଉଥିଲା ତା ଠାରୁ ଅଧିକ ଭୋଟରେ ଜିତିଲା ବିଜେପି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩ ହଜାର୭୪୮ ଖଣ୍ଡ ଭୋଟରେ ହରାଇ ବିଜୟୀ ମୁକୁଟ ପିନ୍ଧିଛନ୍ତି ଜୟ। ନୂଆପଡାରେ ୪୦ ହଜାରରୁ ଅଧିକ…