Latest Odisha News

BREAKING NEWS

Yearly Archives

2025

ଫାରୁକ ଅବଦ୍ଦୁଲାଙ୍କ ବିବାଦୀୟ ବୟାନ:’ଅପରେସନ ସିନ୍ଦୂରରେ କିଛି ଲାଭ ହେଲାନି…ଡାକ୍ତରମାନଙ୍କୁ ପଚାରନ୍ତୁ…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସ (ଏନସି)ର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା (Farooq Abdullah)ପୁଣି ଥରେ  ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଅପରେସନ ସିନ୍ଦୂର (Operation Sindoor)ସମ୍ପର୍କରେ ସେ କହିଥିଲେ ଯେ ଏହି ଅପରେସନରୁ କିଛି ହାସଲ…

Cold in Odisha: ରାଜ୍ୟରେ ହାଡଭଙ୍ଗା ଶୀତ: ରାଜ୍ୟର ୧୦ ସହରରେ ତାପମାତ୍ରା, ୩ ଜିଲ୍ଲାକୁ ଥଣ୍ଡା ନେଇ ଆଲର୍ଟ

ଭୁବନେଶ୍ୱର: ଜାଡରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ୧୦ ସହରରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି। ଫଳରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୁତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ। ରବିବାର ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ।…

Road accident: ବାଇକ୍ ଉପରେ ଚଢ଼ିଗଲା ଟ୍ରକ; ୩ ଯୁବକ ମୃତ

ଢେଙ୍କାନାଳ:ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ ଉପରେ ଚଢ଼ିଗଲା ଟ୍ରକ । ଘଟଣାସ୍ଥଳରେ ବାଇକ ରେ ଥିବା ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକମାନେ ହେଲେ…

Black Raisin Water Benefits: ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି… ସକାଳେ ଏହି ପାଣି ପିଇବା କରନ୍ତୁ ଆରମ୍ଭ

ଭୁବନେଶ୍ବର: ଆଜିକାଲି ମେଦବହୁଳତା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅଧିକାଂଶ ଯୁବପିଢ଼ି ଏହି ସମସ୍ୟାରେ ପୀଡିତ। ଖରାପ ଖାଦ୍ୟପେୟ ଅଭ୍ୟାସ ଏବଂ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓଜନ ବୃଦ୍ଧିରେ ସହାୟକ ହେଉଛି। ଏପରି ସ୍ଥିତିରେ ଲୋକମାନେ ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ଟିପ୍ସ ଗ୍ରହଣ…

ରାଉରକେଲାରେ ଖୋଲିବ EMRSର ଆଞ୍ଚଳିକ କାର୍ଯ୍ୟାଳୟ 

ରାଉରକେଲା: ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିମନ୍ତେ କ୍ରୀଡା ନିତାନ୍ତ ଆବଶ୍ୟକତା ରହିଛି। ଏହା କେବଳ ଶାରୀରିକ ଶକ୍ତି ବଢାଇବା ସହିତ ଅନୁଶାସନ ଶିଖାଏ, ମନୋବଳ ବ୍ରୁଦ୍ଧି କରାଏ, ଟୀମ ସ୍ପିରିଟ ବଢାଇ ଥାଏ। ସେଥିପାଇଁ ପ୍ରତ୍ୟେକ ବ୍ଳକରେ ଷ୍ଟାଡିୟମର ନିର୍ମାଣ କରାଯାଉଛି। ଖେଳର ବିଶ୍ବ ସ୍ତରୀୟ…

Fishermen Arrested: ୨ଟି ଟ୍ରଲର ଜବତ, ୧୯ ମସ୍ୟଜୀବୀ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଞ୍ଚଳରୁ ୨ଟି ଟ୍ରଲର ଜବତ କରିବା ସହ ଏଥିରେ ଥିବା ୧୯ ଜଣ ମସ୍ୟଜୀବୀକୁ ଗିରଫ କରିଛି ବନ ବିଭାଗର ପାଟ୍ରୋଲିଂ ଟିମ୍‌ । ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ଏମାନଙ୍କୁ ଗିରଫ…

ନିର୍ବାଚନରେ ବିଜୟ ହେବା ମାତ୍ରେ ପ୍ରଥମ ଦିନରୁ ବିଧାୟକଙ୍କୁ ମିଳେ କି ଦରମା? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ; ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି, NDA ଏକ ବଡ଼ ବିଜୟ ହାସଲ କରିଛି। ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛି ଯେ, ଜଣେ ପ୍ରାର୍ଥୀ ବିଜୟୀ ହେବା ମାତ୍ରେ ତା’ ପରଦିନ ଠୁ ତାଙ୍କୁ କ’ଣ ବିଧାୟକଙ୍କ ଦରମା ମିଳିବା ଆରମ୍ଭ ହୁଏ କି? ଆସନ୍ତୁ ଏହି ପ୍ରଶ୍ନର ଉତ୍ତର ଜାଣିବା।…

ଭେଣ୍ଟିଲେଟରରେ ଗାୟକ ହ୍ୟୁମାନ୍‌ ସାଗର, ଏମ୍ସର ସ୍ଵାସ୍ଥ୍ୟ ଅପଡେଟ ଜାରି

ଭୁବନେଶ୍ବର: ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ୍ ସାଗର। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହସ୍ପିଟାଲ ପକ୍ଷରୁ ଅପଡେଟ ଜାରି କରାଯାଇଛି। ଯାହାକୁ ନେଇ ଚିନ୍ତାରେ ପରିବାର ଓ ଫ୍ୟାନ୍ସ। ପ୍ରାଥମିକ ଚେକଅପ ପରେ ତାଙ୍କ…

Maoists Surrender: ବହୁ ଅସ୍ତ୍ରଶସ୍ତ୍ର ସହିତ ୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ଷ୍ଟେଟ କମିଟିର ଦୁଇ ଦୁର୍ଦାନ୍ତ ମାଓ ନେତା ସମେତ ୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀମାନେ ନିଜର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଥିବା ସୂଚନା ରହିଛି । ଆତ୍ମସମର୍ପଣ କରିଥିବା ଦୁଇ ଜଣ ଦୁର୍ଦାନ୍ତ ନକ୍ସଲ ମଧ୍ୟରୁ…

ଜେଲ୍‌ରେ ରହି ନିର୍ବାଚନ ଜିତିଗଲେ ବିହାରର ଏହି ନେତା, ଏବେ କ’ଣ ସେଇଠୁ ନେବେ ଶପଥ?

ନୂଆଦିଲ୍ଲୀ: ବିହାରର ଶକ୍ତିଶାଳୀ ନେତା ଅନନ୍ତ ସିଂହ, ମୋକାମା ଆସନରେ ସୂରଜ ଭାନ ସିଂହଙ୍କ ପତ୍ନୀ ବୀଣା ଦେବୀଙ୍କୁ ୨୮,୨୦୬ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କ ବିଜୟ ଏପରି ସମୟରେ ହୋଇଛି ଯେତେବେଳେ ସେ ଦୁଲାର ଚାନ୍ଦ ଯାଦବଙ୍କ ହତ୍ୟା ଅଭିଯୋଗରେ ଜେଲରେ ଅଛନ୍ତି। ତାଙ୍କ ସମର୍ଥକମାନେ ଉତ୍ସବ…