Latest Odisha News

BREAKING NEWS

Yearly Archives

2025

Loans against Silver Jewellery: ଏବେ ରୂପା ଉପରେ ମଧ୍ୟ ଋଣ ପାଇପାରିବେ;ଜାଣନ୍ତୁ ଏହା କେବେ ଲାଗୁ ହେବ

ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଲୋକମାନେ ବର୍ତ୍ତମାନ ସୁନା ଉପରେ ଯେପରି ଋଣ ନିଅନ୍ତି, ସେହିପରି ଏବେ ରୂପା ଉପରେ ଋଣ (Silver Loan)ନେଇପାରିବେ। ଆରବିଆଇ 'ସୁନା ଏବଂ ରୂପା (ଋଣ) ନିର୍ଦ୍ଦେଶାବଳୀ, ୨୦୨୫ ' ଜାରି କରିଛି, ଯାହା ୧…

କେତେ ଆସନ ଜିତିଲେ ବିରୋଧୀଦଳ ନେତା ପଦ ମିଳିପାରିବ, ବିହାର ଫଳାଫଳ ଭିତରେ ଜାଣନ୍ତୁ ଏହି ବଡ଼ ନିୟମ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ଏନଡିଏ ୨୦୦ ସିଟ୍‌ର ସଂଖ୍ୟାକୁ ଅତିକ୍ରମ କରି ଏକ ଦମଦାର ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ମହାଗଠବନ୍ଧନର କେବଳ ୩୫ ସିଟ୍‌ରେ ସୀମିତ ରହିଯାଇଛି। ଏହାରି ଭିତରେ ରାଜନୈତିକ ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆସିଛି ବିରୋଧୀ ଦଳ ପଦ…

ଡାକ୍ତରଖାନାରେ ଭର୍ତି ହେଲେ ଶୁଭମନ ଗିଲ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଅବସରରେ ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଆଘାତପ୍ରାପ୍ତ ହୋଇଛି । ଗିଲଙ୍କ ବେକରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ପ୍ରଥମ ଇନିଂସରେ ବ୍ୟାଟିଂ ଅଧା କରି ରିଟାୟର୍ଡ ହର୍ଟ ହୋଇଥିଲେ…

କେତେ ଜୋର୍ ଶୀତ ହେଲେ ପାଣିପାଗ ବିଭାଗ ଚେତାବନୀ ଜାରି କରେ ? କେମିତି ନିଆଯାଏ ନିଷ୍ପତ୍ତି…

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଜୋର ଧରିଛି। ଏବେ ସକାଳ ଓ ବିଳମ୍ବିତ ସନ୍ଧ୍ୟାରେ ଥଣ୍ଡାର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି। ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ଅନେକ ଅଞ୍ଚଳରେ ଭାରତୀୟ ପାଣିପାଗ ବିଭାଗ ଶୀତଲହରୀ ଚେତାବନୀ ଜାରି କରିଛନ୍ତି। କିନ୍ତୁ…

୪୪୩୩ଟି ନୂଆ ନର୍ସିଙ୍ଗ ଅଫିସର ପଦ ସୃଷ୍ଟି କଲେ ରାଜ୍ୟ ସରକାର 

ଭୁବନେଶ୍ଵର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ସରଳ, ଶୃଙ୍ଖଳିତ ଏବଂ ଲୋକାଭିମୁଖୀ କରିବା ପାଇଁ ୪୪୩୩ଟି ନୂଆ ‘ନର୍ସିଙ୍ଗ ଅଫିସର’ ପଦବୀ ସୃଷ୍ଟି କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅନୁମୋଦନ ପରେ ଓଡିଶା ନର୍ସିଙ୍ଗ ସେବା କ୍ୟାଡରର ଏହି ପଦ…

୪୦ କୋଟି ଟଙ୍କାର ରାସାୟନିକ ପଦାର୍ଥ ଜବତ, ମାଷ୍ଟରମାଇଣ୍ଡ ସହ ଅନ୍ୟ ୪ ଗିରଫ

ଜୟପୁର: ଡ୍ରଗ୍ସ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଦିଗରେ ଏକ ପ୍ରମୁଖ ପଦକ୍ଷେପ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ରାଜସ୍ଥାନ ପୋଲିସ ରାଜସ୍ଥାନର ସିରୋହି ଜିଲ୍ଲାର ଏକ ଦୁର୍ଗମ ଗ୍ରାମରେ ଏକ ଗୁପ୍ତ ପରୀକ୍ଷାଗାର ଠାବ କରିଛନ୍ତି । ଶହ ଶହ କିଲୋଗ୍ରାମ…

ପୋଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା, ଜଣେ ଅଟକ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯାଜପୁର ଗ୍ରାମର ବାଲିସାହିରେ ପୋଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମୃତ କନେଷ୍ଟବଳ ଜଣକ ହେଲେ ଉଦୟ ରଞ୍ଜନ ପଟ୍ଟନାୟକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟା…

ସାମୀଙ୍କୁ ନେଇ ଗୋୟନକାଙ୍କ ପୋଷ୍ଟ ଭାଇରାଲ

ଲକ୍ଷ୍ନୌ:ଆଇପିଏଲ ୨୦୨୬ ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀଙ୍କୁ ଦଳରେ ନେଇଛି । ସନରାଇଜର୍ସ ହାଇଦ୍ରାବାଦରୁ ଟ୍ରେଡ କରି ଲକ୍ଷ୍ନୌ ସାମୀଙ୍କୁ ଆଣିଛି । ଗତ ମେଗା ନିଲାମରେ ହାଇଦ୍ରାବାଦ ୧୦ କୋଟିରେ ସାମୀଙ୍କୁ ନେଇଥିଲା । ଏବେ ସେ ରିଷଭ ପନ୍ତଙ୍କ ନେତୃତ୍ୱରେ…

Delhi Bomb Blast: ଦିଲ୍ଲୀ କାର ବିସ୍ଫୋରଣର NIA ତଦନ୍ତ..ବିସ୍ଫୋରଣ ପୂର୍ବରୁ ଡାକ୍ତର ଉମର କାହିଁକି ୱାଜିରପୁର…

ନୂଆଦିଲ୍ଲୀ: ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ଚାଲିଛି । ତେବେ ଜାତୀୟ ତଦନ୍ତ ସଂସ୍ଥା (NIA) ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କର୍ମଚାରୀମାନେ ଶନିବାର ଉତ୍ତର-ପଶ୍ଚିମ ଦିଲ୍ଲୀର ୱାଜିରପୁର ଶିଳ୍ପାଞ୍ଚଳରେ ପହଞ୍ଚିଥିଲେ । ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଛନ୍ତି ଯେ ମୁଖ୍ୟ ସନ୍ଦିଗ୍ଧ…

ରାଜନୀତିରୁ ସନ୍ନ୍ୟାସ ନେଲେ ଲାଲୁଙ୍କ ଝିଅ

ପାଟଣା: ବିହାର ନିର୍ବାଚନ ରେଜଲ୍ଟ ଘୋଷଣାର ଦିନକ ପରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ରାଜନୀତି ଛାଡିବା ନେଇ ଘୋଷଣା କରିଛନ୍ତି। ଇନଷ୍ଟାଗ୍ରାମର ପୋଷ୍ଟରେ ସେ ଲେଖିଛନ୍ତି ଯେ ସେ ରାଜନୀତିରୁ ଅବସର ନେଉଛନ୍ତି ଏବଂ ନିଜ ପରିବାରଠାରୁ ନିଜକୁ ଦୂରେଇ ରଖିବେ। ସେ ସଂଜୟ ଯାଦବ…