Latest Odisha News

BREAKING NEWS

Yearly Archives

2025

Stray Dogs: ‘୮ ସପ୍ତାହ ମଧ୍ୟରେ ସରକାରୀ ପ୍ରତିଷ୍ଠାନକୁ ବାଡ଼ ଦିଅ, ରାଜପଥରୁ ବୁଲା ପଶୁଙ୍କୁ ହଟାଅ’,…

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ସାରା ଦେଶରେ ବୁଲୁଥିବା କୁକୁରମାନଙ୍କ ଉପରେ ମାମଲାର ଶୁଣାଣି କରିଥିଲେ। ବିଚାରପତି ବିକ୍ରମ ନାଥ, ବିଚାରପତି ସନ୍ଦୀପ ମେହେଟ୍ଟା ଏବଂ ବିଚାରପତି ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ସୁପ୍ରିମକୋର୍ଟ ରାଜପଥ ଏବଂ ଏକ୍ସପ୍ରେସୱେରେ…

Vande Mataram: ବନ୍ଦେ ମାତରମ୍ ଏକ ରାଷ୍ଟ୍ରପ୍ରେମ, ତ୍ୟାଗ ଓ ରାଷ୍ଟ୍ରପ୍ରତି ସମର୍ପଣ ଭାବର ପ୍ରତୀକ

ଭୁବନେଶ୍ୱର: ବନ୍ଦେ ମାତରମ୍ କେବଳ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଓ ବୀରତାର ପ୍ରତୀକ। ବଙ୍କିମ୍ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ ନେଇଥିବା ଏହି ଗୀତ ସ୍ୱାଧୀନତା ସଂଗ୍ରାମ ସମୟରେ ଦେଶବାସୀଙ୍କ ମନରେ ଜାଗୃତି, ଉତ୍ସାହ ଓ ବୈପ୍ଳବିକ ମନୋଭାବ ଜଗାଇଥିଲା ବୋଲି…

ଓଡ଼ିଆ ଯୁବତୀଙ୍କୁ ଉତ୍ତରାଖଣ୍ଡରେ ହତ୍ୟା, ନଦୀରୁ ମିଳିଲା ପଥର ବନ୍ଧା ମୃତଦେହ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ଜଣେ ୨୩ ବର୍ଷୀୟ ଯୁବତୀ ଶ୍ରୁଷ୍ଟି ଶର୍ମା ଉତ୍ତରାଖଣ୍ଡର ଲାଲପୁର ଅଞ୍ଚଳରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ।ତେବେ ସେଠାରେ ତାଙ୍କୁ ହତ୍ୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଶ୍ରୁଷ୍ଟି ଗତ ଛଅ…

PAK Afghan Clash: ତୁର୍କୀରେ ତାଲିବାନ ସହିତ ଚାଲିଛି ଆଲୋଚନା, ପାକିସ୍ତାନ ଭଙ୍ଗ କଲା ଯୁଦ୍ଧବିରତ, ୧୧ ଆଫଗାନ ମୃତ

ନୂଆଦିଲ୍ଲୀ: ତୁର୍କୀରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବା ବେଳେ, ସୀମାରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଗୁରୁବାର ଦିନ, ଅନେକ ଆଫଗାନ ସାମ୍ବାଦିକ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ…

ଗୋଡ ଭଲ କରିବା ପାଇଁ ନିଜେ ଡାକ୍ତରଖାନା ଗଲା କୁକୁର

ନୂଆଦିଲ୍ଲୀ: ମନୁଷ୍ୟ ସହ ଚଳିବା ପରେ ଅନେକ ପୋଷା ଜନ୍ତୁ କିଛି ଅନୁସରଣ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରରେ ଏବେ ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଗୋଟିଏ କୁକୁର ଛୋଟେଇ ଛୋଟେଇ ଡାକ୍ତରଖାନାରେ ନିଜ ଗୋଡ ଭଲ କରିବା ପାଇଁ ପଂହଚି ଯାଇଛି । କଥାଟା ବିଶ୍ୱାସ ନ ହେଲେ ବି ସତ । ଘଟଣା…

Hurun India Philanthropy List 2025: ଅମ୍ବାନୀ, ଆଦାନୀ ନୁହେଁ; ଏହି ବ୍ୟକ୍ତି କଲେ ଅଧିକ ଦାନ…

ମୁମ୍ବାଇ: ହୁରୁନ୍ ପରୋପକାର ତାଲିକା ୨୦୨୫ ଅନୁଯାୟୀ ଚଳିତ ବର୍ଷ ଶିବ ନାଦର ୨୭୦୮ କୋଟି ଟଙ୍କା ଦାନ କରି ହୁରୁନ୍ ତାଲିକାର ଶୀର୍ଷରେ ଅଛନ୍ତି। ୮୦ ବର୍ଷୀୟ ଶିବ ନାଦର ଟେକ୍ ଜାଏଣ୍ଟ ଏଚସିଏଲ ର ପ୍ରତିଷ୍ଠାତା ହେବା ସହ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଅଛନ୍ତି। ଅପରପକ୍ଷେ…

Vande Mataram: ୧୫୦ ବର୍ଷ ପୂରଣ କଲା ‘ବନ୍ଦେ ମାତରମ୍’, ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଏପରି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଜାତୀୟ ସଙ୍ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ପାଳନ ପାଇଁ ଏକ ବର୍ଷବ୍ୟାପୀ ସ୍ମାରକୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଅବସରରେ ମୋଦି ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ମଧ୍ୟ ଉନ୍ମୋଚନ…

ଏଟିସିରେ ଯାନ୍ତ୍ରିକ ତ୍ରୁଟି, ୧୦୦ରୁ ଅଧିକ ବିମାନ ଉଡାଣ ବିଳମ୍ୱ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦିନ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଉଡାଣ ବାଧାପ୍ରାପ୍ତ…

Bihar Elections 2025: ଜନସମର୍ଥନ ନା ପରିବର୍ତ୍ତନର ଝଡ଼…ବିହାରରେ ରେକର୍ଡ ଭୋଟର ମତଦାନ…କ’ଣ…

ପାଟନା: ରେକର୍ଡ ଭାଙ୍ଗିଲା ବିହାର ବିଧାନସଭା ମତଦାନ। ଗୁରୁବାର ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନରେ ବିହାରର ୧୮ ଜିଲ୍ଲାର ଲୋକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୬୪.୬୯ ପ୍ରତିଶତ ମତଦାନ ହୋଇଥିଲା, ଯାହା ପୂର୍ବ ୨୦୨୦…