Latest Odisha News

BREAKING NEWS

Yearly Archives

2025

ଶିକାରୀ ଫାଶରେ ଫସିଲା କଲରାପତରିଆ ବାଘ…୭ ଦିନ ପରେ ଉଦ୍ଧାର

ନୂଆପଡ଼ା: ଶିକାରୀ ଫାଶରେ ଫସିଯାଇଥିଲା କଲରାପତରିଆ । ଏବେ ୭ ଦିନ ପରେ ଉଦ୍ଧାର କଲା ବନ ବିଭାଗ । ଓଡ଼ିଶା-ଛତିଶଗଡ ସୀମାନ୍ତବର୍ତ୍ତୀ ଗାରିଆବନ୍ଧ ଜିଲ୍ଲା ଉଦନ୍ତୀ ସୀତାନଦୀ ଜଙ୍ଗଲ ଭିତରେ ଥିବା ତୌରଙ୍ଗା ବଫର ଜୋନର କୋକୋଡ଼ି ଗାଁରେ ଏହି ଘଟଣା ଘଟିଛି । ଖବରମୁତାବକ, ଶିକାରୀ ବାଇକ୍ ର କ୍ଲଚ୍…

Salman khan’s upcoming film:ଜନ୍ମଦିନରେ ଭାଇଜାନଙ୍କ ସରପ୍ରାଇଜ୍, ‘ବ୍ୟାଟେଲ ଅଫ୍ ଗାଲୱାନ୍’ର…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ  ଜନ୍ମଦିନରେ ତାଙ୍କ ପ୍ରଶଂସକମାନଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି ଯାହା ସୋସିଆଲ ମିଡିଆରୁ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ବ୍ୟାଟଲ ଅଫ୍ ଗାଲୱାନ୍'ର ଟିଜର ଆଜି ତାଙ୍କ ଜନ୍ମଦିନରେ ରିଲିଜ୍ ହୋଇଛି।…

ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଦାବି: ଗଠନ ହେଲା କମିଟି

ଭୁବନେଶ୍ୱର: ରାଜ୍ୟର ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଓ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (OMSA) ଦ୍ୱାରା କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକର ଅନୁଧ୍ୟାନ…

G-RAM-G ଆଇନ ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ମନରେଗା ଆଇନ ଉଚ୍ଛେଦକୁ ବିରୋଧ କରିବ କଂଗ୍ରେସ । ଏନେଇ ସାରା ଦେଶରେ ବିକ୍ଷୋଭ କରିବ ଜାତୀୟ କଂଗ୍ରେସ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ । ଆଜି ଦିଲ୍ଲୀରେ ବସିଥିବା କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜି-ରାମ-ଜି…

E-Challan: ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ, ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର : ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ । ଜନସାଧାରଣଙ୍କ ସୁବିଧା ପାଇଁ ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଦିଆଯିବ ଦାୟିତ୍ଵ। ମୋବାଇଲ ନମ୍ବର ଅପଡେଟ ରଖି ନ ଥିବାରୁ…

୧୦୦୦ କୋଟି କ୍ଲବରେ ‘ଧୁରନ୍ଧର’, ଜାଣନ୍ତୁ ଆଉ କେଉଁ ଫିଲ୍ମ ଏଥିରେ ସାମିଲ…

ମୁମ୍ବାଇ: ଡିସେମ୍ବର ୫ରେ ମୁକ୍ତିଲାଭ କରିଥିବା ରଣବୀର ସିଂହଙ୍କ ଅଭିନୀତ ଓ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ ଥ୍ରୀଲର ଫିଲ୍ମ 'ଧୁରନ୍ଧର' ବଲିଉଡର ଅନେକ ଫିଲ୍ମକୁ ପଛରେ ପକାଇ ୧୦୦୦ କୋଟି କ୍ଲବରେ ସାମିଲ ହୋଇସାରିଛି। ତେବେ ଚଳଚ୍ଚିତ୍ରଟିର କମ୍ ପ୍ରଚାର ସତ୍ୱେ ମଧ୍ୟ ଏହା ୨୦୨୫ର…

ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

କେନ୍ଦ୍ରାପଡ଼ା: ପରିବା ଦୋକାନରେ ନିଆଁ, ଦୋକାନୀ ଜୀବନ୍ତଦଗ୍ଧ। କୁଦାନଗରୀ ଥାନା କଳାବୁଦା ବାରୁଣୀ ବଜାରରେ ଅଘଟଣ। ବାହାର କବାଟ ଦେଇ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ। ମୃତକ ଗୋଗିନ୍ଦପୁର ଗାଁର ଜଣାପଡିଛି। ସାଇଣ୍ଟିଫିକ୍ ଟିମ୍‌କୁ ନେଇ ପୋଲିସର ତଦନ୍ତ ଆରମ୍ଭ କରିଛି। ମୃତ…

Gold price hike; ନୂଆବର୍ଷ ପରଠାରୁ ଆହୁରି ବଢିବ ସୁନା ଦର!

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି । କିମ୍ବା ଏବେ ସୁନା କିଣୁ ନାହାଁନ୍ତି ଭାବୁଛନ୍ତି କିଛି ଦିନ ପରେ କମିଯିବ ଆଉ ପରେ କିଣିବେ ତେବେ ଏହି ଖବର ଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଆପଣଙ୍କର ଏପରି ଭାବନା ଭୁଲ ପ୍ରମାଣିତ ହେବ । କାରଣ ଆଗକୁ ସୁନାର ଦର ବଢିବ କିନ୍ତୁ କମିବନି…

ନୂଆବର୍ଷ ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼, ୬୦ ପ୍ଲାଟୁନ୍ ପୋଲିସ ମୁତୟନ

ପୁରୀ: ଡିସେମ୍ବର ୨୫ ତାରିଖ ଠାରୁ ପୁରୀରେ ବହୁ ମାତ୍ରାରେ ଭିଡ ପରିଲିକ୍ଷିତ ହେଉଛି । ଶ୍ରୀମନ୍ଦିରରେ ତ ନାହିଁ ନଥିବା ଗହଳି । ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଭିଡ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର ପରିସରରୁ ମୁଖ୍ୟ ଆଖପାଖ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ପୋଲିସ ଫୋର୍ସ ଏବଂ ବରିଷ୍ଠ…