ଆରମ୍ଭ ହେଲା ୨୫ତମ ରାଜଧାନୀ ପୁସ୍ତକ ମେଳା; ୩୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତାଙ୍କ ଯୋଗଦାନ
ଭୁବନେଶ୍ବର: ଶହୀଦ ନଗରଠାରେ ଥିବା ଦୁର୍ଗାପୂଜା ପଡ଼ିଆରେ ୨୫ତମ ରାଜଧାନୀ ପୁସ୍ତକ ମେଳା ଆଜି (ନଭେମ୍ବର ୧୪ ତାରିଖ ଦିନ) ଆରମ୍ଭ ହୋଇଛି। ଏହା ନଭେମ୍ବର ୨୩ ତାରିଖ ଯାଏଁ ଚାଲିବ । ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୩୦୦ ଜଣ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଏଠାରେ ନିଜର ଷ୍ଟଲ୍ ଖୋଲିଛନ୍ତି । ୧୪…