ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଟିମରୁ ରିଲିଜ ହେଲେ ନୀତିଶ
କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ଏକ ବଡ ଖବର ସମ୍ମୁଖକୁ ଆସିଛି । ଉଦୀୟମାନ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ପ୍ରଥମ ଟେଷ୍ଟ ଟିମରୁ ରିଲିଜ କରି ଦିଆଯାଇଛି । ନଭେମ୍ବର ୧୩ରେ ରାଜକୋଟରେ ଭାରତ ଏ ଓ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବ । ସେ…