Nuapada Election: ନୂଆପଡାରେ ଭୟଙ୍କର ଭୋଟ ଚୋରୀ ହୋଇଛି: ଭକ୍ତ
ଭୁବନେଶ୍ୱର: ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଗମ୍ଭୀର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଭୟଙ୍କର ଭାବେ ଭୋଟ ଚୋରୀ ଆରମ୍ଭ ହୋଇଯାଇଛି । ପୋଲିସ ବଳର ସମ୍ପୂର୍ଣ୍ଣ ଅପ ପ୍ରୟୋଗ କରାଯାଇଛି । କୋମନାର ଜିତମିତ୍ର ହାଇସ୍କୁଲ ବୁଥରେ ଜଣେ…