Kuldiha Wildlife Sanctuary: ଦୀର୍ଘ ୬ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଲଡିହା
ବାଲେଶ୍ବର: ବାଲେଶ୍ବର ଜିଲ୍ଲାର କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଜୁନ ମାସରୁ ପ୍ରକୃତି ପ୍ରେମୀଙ୍କ ପାଇଁ ବନ୍ଦ ରହିଥିଲା। ଗତ ଛଅ ମାସ ଧରି ବନ୍ଦ ରହିଥିବା ଏହି ସ୍ଥାନ ଶନିବାର ଦିନ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଖୋଲିଛି।
ତେବେ ଚଳିତ ବର୍ଷ ପର୍ଯ୍ୟଟକମାନଙ୍କୁ ଗଡାଦସିମୁଲିଆ ଏବଂ…