Latest Odisha News

BREAKING NEWS

Yearly Archives

2025

ଜିରୋ ନାଇଟ୍ ପାଇଁ ୧୫ପ୍ଲାଟୁନ ଫୋର୍ସ, କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କକମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ। ସୁରକ୍ଷାରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ ସମସ୍ତ ଥାନା ଅଧିକାରୀ।…

Bangladesh incident :ବାଂଲାଦେଶ ଘଟଣାକୁ ନିନ୍ଦା କଲେ ବଲିଉଡ଼ ଅଭିନେତ୍ରୀ ଜାନଭୀ କପୁର

ନୂଆଦିଲ୍ଲୀ : ବାଂଲାଦେଶରେ  ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ଘଟଣାକୁ ନେଇ ଲାଗିରହିଛି ଉତ୍ତେଜନା । ହିଂସା ଥମିବାର ନାଁ ଧରୁନି । ଏହା ସହିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ମନୋରଞ୍ଜନ ଜଗତ ସହ ଜଡିତ ଅନେକ ସେଲିବ୍ରିଟିଙ୍କ ଅସନ୍ତୋଷ ସୃଷ୍ଟି କରିଛି। ଜାହ୍ନବୀ…

ଜାନୁଆରୀ ୨୧ରେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା

କଟକ: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍‌ଟିଇଟି-୨୦୨୫) ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ୨୦୨୬ ଜାନୁଆରୀ ମାସ ୨୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ଉକ୍ତ ଦିନ ସକାଳ…

ବାଂଲାଦେଶରେ କଳାକାରଙ୍କୁ ଆକ୍ରମଣ, କନସର୍ଟରେ ଭଙ୍ଗାରୁଜା… 

ଢାକା: ବାଂଲାଦେଶର ଫରିଦପୁରରେ ଲୋକପ୍ରିୟ ଗାୟକ ଜେମ୍ସଙ୍କ କନସର୍ଟ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ୨୦ ଜଣ ଆହତ ହୋଇଥିଲେ। କନସର୍ଟ ଉପରେ କିଛି ଲୋକ ଇଟା ଏବଂ ପଥର ଫିଙ୍ଗିଥିଲେ, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଏହି କନସର୍ଟ ହୋଇଥିଲା। ସୂଚନା…

୬୦ ବର୍ଷରେ ସଲମାନ ଖାନ, ଏବେବି କମିନି ଚାର୍ମ…

ମୁମ୍ବାଇ: ଆଜି ସଲମାନ ଖାନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ୬୦ତମ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଏବଂ ବନ୍ଧୁମାନେ ତାଙ୍କ ଫାର୍ମହାଉସରେ ଏକାଠି ହୋଇଥିଲେ। ସଲମାନଙ୍କ ପିତା, ଲେଖକ ସଲିମ ଖାନ ଏବଂ ତାଙ୍କ ଭଣଜା ନିର୍ବାଣ ଏବଂ ଅରହାନ ଖାନଙ୍କ ସମେତ ପରିବାରର ଅନେକ ସଦସ୍ୟ ସେଠାରେ…

କୋଭିଡ-୧୯ ମହାମାରୀ ପରେ ଦେଶରେ ବଡ ସଙ୍କଟ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଏବଂ ଦେଶର ଅନେକ ସହରରେ ବାୟୁ ପ୍ରଦୂଷଣ ଭୟଙ୍କର ରୂପ ନେଉଛି। ଏହି ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ପରେ ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ହେଉଛି ବାୟୁ ପ୍ରଦୂଷଣ। ବ୍ରିଟେନରେ ରହୁଥିବା ଜଣେ…

ନନ୍ଦନକାନନରେ ପୁଣି ଆରମ୍ଭ ବୋଟିଂ ସେବା

ଭୁବନେଶ୍ୱର: କାଞ୍ଜିଆ ହ୍ରଦରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ସୁବିଧା ପୁନଃ ଆରମ୍ଭ। ନୂଆବର୍ଷ ପୂର୍ବରୁ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ଗତ ବର୍ଷ ଅଗଷ୍ଟ ମାସରେ ହ୍ରଦରେ କୁମ୍ଭୀର ଦେଖିବା ପରେ କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ଭିତରେ ବୋଟିଂ…

ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ; ୩୫୦ ନୃତ୍ୟଶିଳ୍ପୀଙ୍କ ଅଂଶଗ୍ରହଣ, ଭାରତ ବାହାରୁ ୧୫…

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଡିସେମ୍ବର ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଶୁକ୍ରବାର କାର୍ଯ୍ୟକ୍ରମର…

ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୫ମ ଓ ୬ଷ୍ଠ ଦିନରେ ୪୨୧ ମାମଲା ରୁଜୁ,୨.୧୭ କୋଟି ମୂଲ୍ୟର…

ଭୁବନେଶ୍ୱର: ଅବକାରୀ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଚଳିତ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ପଞ୍ଚମ ଓ ଷଷ୍ଠ ଦିନରେ ମୋଟ ୪୨୧ଟି ମାମଲା ରୁଜୁ କରାଯାଇଥିବା ବେଳେ ୨.୧୭ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ କରାଯାଇଛି। ବିଭାଗ…

ଚଳିତ ମାସରୁ SOG ଯବାନ ଓ ଅଫିସରଙ୍କ Risk Allowance ହେଲା ବୃଦ୍ଧି

ଭୁବନେଶ୍ୱର: ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ.ଓ.ଜି ଚନ୍ଦକାର ନୂତନ ପ୍ରଶିକ୍ଷଣ ଓ ବ୍ରିଫିଂ( Training cum Briefing Hall)କେନ୍ଦ୍ର ଉଦଘାଟନ କରିଛନ୍ତି। ଏଥିରେ ଏକା ସମୟରେ ୪୦୦ ଯବାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିହେବ।ଏହା ସହିତ ମୁଖ୍ୟମନ୍ତ୍ରୀ ସେଠାରେ ଏକ ଅତ୍ୟାଧୁନିକ…