ମାନବିକତାର ପରିଚୟ ଦେଲେ ମହିଳା କନଷ୍ଟେବଳ, ଦେଢ଼ ମାସର ଶିଶୁକୁ କୋଳରେ ଧରି ମା’କୁ ପରୀକ୍ଷା ଦେବାର ସୁଯୋଗ ଦେଲେ
ମାଲକାନଗିରି: ମାନବିକତାର ପରିଚୟ ଦେଇଛନ୍ତି ଜଣେ ମହିଳା କନଷ୍ଟେବଳ । ସୁରକ୍ଷା ଦାୟିତ୍ବ ତୁଲାଇବା ସହ ଆଉ ଜଣେ ମହିଳା ପରୀକ୍ଷାର୍ଥୀଙ୍କ ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ। ଏଭଳି କିଛି ଦେଖିବାକୁ ମାଲକାନଗିରି ବିବିଗୁଡା ପରୀକ୍ଷା କେନ୍ଦ୍ରରେ। ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ମହିଳା…