Latest Odisha News

BREAKING NEWS

Yearly Archives

2025

ଅନୁପ୍ରବେଶକାରୀ ହେବେ ସାବାଡ୍, ନଜର ରଖିବ ସ୍ବତନ୍ତ୍ର ଡ୍ରୋନ୍

ଭଦ୍ରକ: ଶତୃ ଦେଶ କିମ୍ବା ଅନୁପ୍ରବେଶକାରୀଙ୍କୁ ଜଗିବ ଡ୍ରୋନ କ୍ୟାମେରା । ଭଦ୍ରକ ଜିଲ୍ଲା ମେରାଇନ ଥାନା ଧାମରାରେ ଏଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜଗିବ ସ୍ବତନ୍ତ୍ର ଡ୍ରୋନ୍ । ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଡ୍ରୋନ୍ ସାମୁଦ୍ରିକ ଥାନାକୁ ଯୋଗାଇ ଦିଆଯାଇଛି । ୧୫ କିଲୋମିଟର…

Ukraine war: ପୁଟିନଙ୍କ ସ୍ବପ୍ନ ପୂରଣ କରିବ ଟ୍ରମ୍ପଙ୍କ ଜିଦ୍ଦି!, ଚିନ୍ତାରେ ଜେଲେନସ୍କି…

ନୂଆଦିଲ୍ଲୀ: ୨୧ ମାସ ଧରି ଚାଲିଛି ଯୁଦ୍ଧ...ଧିରେ ଧିରେ ୟୁକ୍ରେନୀୟ ଅଞ୍ଚଳକୁ ଅକ୍ତରିଆର କରୁଛନ୍ତି ପୁଟିନ୍...କିଛି କରିପାରୁନାହାନ୍ତି ଟ୍ରମ୍ପ...ଓଲଟା ଜେଲେନସ୍କିଙ୍କୁ କହୁଛନ୍ତି ସାଲିସ୍ କର...ଏବେ ଜେଲେନସ୍କି ଚିନ୍ତାରେ… ପୂର୍ବ ୟୁକ୍ରେନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହର…

ବୁଥକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି, ସନ୍ଧ୍ୟାରୁ ବୁଥ ଯାତ୍ରା ଆରମ୍ଭ

ନୂଆପଡା: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ । ସୁନାବେଡା ଅଞ୍ଚଳ ମାଓବାଦୀ ପ୍ରଭାବିତ…

Public Grievance: ନଭେମ୍ବର ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏ ସମ୍ପର୍କରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ଶୁଣାଣି…

ପଥରରେ ପିଟିହୋଇ ଖଣ୍ଡଖଣ୍ଡ ହେଲା ହେଲିକପ୍ଟର, ୫ ମୃତ

ଦାଗେସ୍ତାନ: ନଭେମ୍ବର ୭ରେ ଋଷର ଦାଗେସ୍ତାନ ରାଜ୍ୟରେ ଏକ ଋଷୀୟ କେଏ-୨୨୬ ହେଲିକପ୍ଟର ନିୟନ୍ତ୍ରଣ ହରାଇ  କାସ୍ପିଆନ ସାଗର ଅଞ୍ଚଳରେ ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ମିଳିଛି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଥିଲା। ତେବେ ମୃତକଙ୍କ ମଧ୍ୟରେ…

ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର, ନିର୍ବାଚନୀ ମଇଦାନରେ ଅଖିଳେଶ ଯାଦବ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଆଉ ଏଥିଲାଗି ଜମୁଛି ପ୍ରଚାର। ଶେଷ ଦିନରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି। ସ୍ଥାନୀୟ ପୋଲିସ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।…

ପାକିସ୍ତାନ ଏବଂ ଆଫଗାନିସ୍ତାନ ଶାନ୍ତିଚୁକ୍ତି ବାତିଲ…

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଚାଲିଥିବା ଭୟଙ୍କର ସଂଘର୍ଷରେ ଗତ କିଛି ସପ୍ତାହ ମଧ୍ୟରେ ଏକାଧିକ ସୈନିକଙ୍କ ସହ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଯଦି ଏହି ପରି ଅଚଳାବସ୍ଥା ଜାରି ରହେ ତେବେ ଏହା ଆଞ୍ଚଳିକ ସ୍ଥିରତା ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି ଆଶା…

ମହଙ୍ଗା କ୍ରିମର ପଡିବ ନାହିଁ ଆବଶ୍ୟକତା; ଏହି ଉପଚାରରେ ଫଟା ଗୋଇଠି ହେବ ସୁନ୍ଦର

ଭୁବନେଶ୍ବର: ଶୀତ ଋତୁ ଆରମ୍ଭ ହେବା ସହିତ ଚର୍ମ ଡ୍ରାଏ ହୋଇଯାଇଥାଏ ଏବଂ ଗୋଇଠି ଫାଟିବା ବି ଏକ ସାଧାରଣ ସମସ୍ୟା  ଦେଖାଯାଏ । ଯାହା ଅନେକ ଲୋକଙ୍କ ଠାରେ ସମସ୍ୟା ଦେଖାଦିଏ । କେତେକ ସମୟରେ ଗୋଇଠି ଅଧିକ ଫାଟି ମଧ୍ୟ ଥାଏ । ଏହା କେବଳ ଖରାପ ଦେଖାଯାଏ ନାହିଁ, ବରଂ ଏହା ଯନ୍ତ୍ରଣା ମଧ୍ୟ ଦିଏ,…

ଅଭିଷେକଙ୍କ ବଡ ସିକ୍ରେଟର ଉଜାଗର କଲେ ଯୁବରାଜ

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ୧୬୩ ରନ କରି ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ । ଏହି ସିିରିଜ ପରେ ଯୁବରାଜ ସିଂଙ୍କ ଭିଡିଓ ଏବେ ସୋସିଆଲ…

IT Raid: ନିର୍ବାଚନର ପୂର୍ବ ଦିନ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଏହି ସମୟରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ କରିଛି । କୋମନା ସ୍ଥିତ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଇଛି । ମନୋଜ ମିଶ୍ର କୋମନା ବ୍ଲକ୍‌ର ପୂର୍ବତନ ବିଜେଡି ଅଧ୍ୟକ୍ଷ…