Latest Odisha News

BREAKING NEWS

Yearly Archives

2025

Kidney Disease: ଆପଣଙ୍କର ବି କିଡନୀ ରୋଗ ନାହିଁ ତ?, ଆଜି ହିଁ କରାନ୍ତୁ ଯାଞ୍ଚ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କ୍ରନିକ୍ କିଡନୀ ରୋଗର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ଷେତ୍ରରେ ଭାରତ ଚୀନ୍ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଲାନସେଟ୍ ଅଧ୍ୟୟନ ଏହି ଖୁଲାସା କରିଛି । ଭାରତରେ ପ୍ରାୟ ୧୩ କୋଟି ୮୦ ଲକ୍ଷ ଲୋକ କିଡନୀ ରୋଗରେ ପୀଡିତ। ଗତ କିଛି ବର୍ଷ ଧରି…

ନୂଆପଡା ଉପନିର୍ବାଚନରେ ମୁତୟନ ହେବ ଭାରତୀୟ ବାୟୁସେନାର ବିମାନ

ନୂଆପଡା: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ । ସୁନାବେଡା ଅଞ୍ଚଳ ମାଓବାଦୀ ପ୍ରଭାବିତ…

ଅବସର ନିଷ୍ପତିରୁ ଓହରିଲେ, ଏବେ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ: ଖେଳାଳି ଖେଳ ଛାଡିଦେଇଥାଏ, ମାତ୍ର ଖେଳିବା ଭୁଲି ନ ଥାଏ । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ଦକ୍ଷିଣ ଆଫ୍ରିକାର କ୍ୱିଂଟନ ଡିକକ । ସେ ଅବସର ନେବାର ୨ ବର୍ଷ ପରେ ପୂନର୍ବାର ଦିନିକିଆ କ୍ରିକେଟ ଖେଳିବା ପାଇଁ ମନ ବଳାଇଥିଲେ । ଏବେ ପାକିସ୍ତାନ ବିପକ୍ଷ ସିରିଜରେ ସେ ଚମତ୍କାର ପ୍ରଦର୍ଶନ…

୧୦ ବର୍ଷ ମଧ୍ୟରେ ଦେଶରୁ ତଡ଼ା ହେଲେ ୮୮ ହଜାର ଲୋକ: କଂଗ୍ରେସ ନେତା ଦିଗବିଜୟ ସିଂହ ଅନୁପ୍ରବେଶକାରୀଙ୍କୁ ନେଇ ଦାବି

ନୂଆଦିଲ୍ଲୀ: ବିଜେପି ସରକାର ଦୀର୍ଘ ଦିନ ଧରି ନିର୍ବାଚନରେ ​​ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରିବା ନୀତିର ଫାଇଦା ଉଠାଇ ଆସୁଛି। ଏବେ, କଂଗ୍ରେସ ଦଳ ପରିସଂଖ୍ୟାନ ସହିତ ଏହାର ମୁକାବିଲା କରିବାକୁ ଚେଷ୍ଟା କରିଛି। ବିଜେପି ଦ୍ୱାରା କରାଯାଉଥିବା SIR (ବିଶେଷ ସଘନ ସମୀକ୍ଷା)କୁ ପରିହାସ କରି,…

Bengaluru jail Video Viral: ଜେଲରେ ବିଳାସପୂର୍ଣ୍ଣ ଜୀବନ: କୁଖ୍ୟାତ କଏଦୀମାନେ ମୋବାଇଲରେ ଗପୁଛନ୍ତି, ଦେଖୁଛନ୍ତି…

ବେଙ୍ଗାଲୁରୁ: ବେଙ୍ଗାଲୁରୁର ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ ଜେଲ୍ ରୁ ଏକ ଭିଡିଓ ଏବେ ବଡ଼ ସୁରକ୍ଷା ତ୍ରୁଟିର ପର୍ଦ୍ଦାଫାସ କରିଛି। କୁଖ୍ୟାତ କଏଦୀମାନେ ଜେଲ୍ ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର କରି ଟିଭି ଦେଖୁଥିବାର ଭିଡିଓରେ ନଜର ଆସୁଛି । ସେମାନଙ୍କ ମଧ୍ୟରେ ଜଣେ ISIS ନିଯୁକ୍ତିଦାତା…

Weather Update: ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମୁଛି, ୧୨ ଡିଗ୍ରୀ ସହ ଶୀତରେ ଥରୁଛି…

ଭୁବନେଶ୍ୱର: ରାଜ୍ୟରେ ଗତ ୨ ଦିନ ହେବ ପାରଦ ଖୁସୁଛି । ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି । ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି । ଫୁଲବାଣୀରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୁଳରେ ୧୫, କୋରାପୁଟ ଓ…

Pakistan Plans: ମନରୁ ଯାଇନି ଭାରତ ଭୟ, ପାକ୍ ସେନା ମୁଖ୍ୟଙ୍କୁ ଅଧିକ କ୍ଷମତା ଦେବାକୁ ପ୍ରସ୍ତୁତି ଚଲାଇଛି…

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରରୁ ଶିକ୍ଷା ନେଇ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସରକାର ଏକ ନୂତନ ସାମ୍ବିଧାନିକ ସଂଶୋଧନ ଆଗତ କରିବାକୁ ପ୍ରସ୍ତୁତ ହେଉଛି, ଯେଉଁଥିରେ ସେ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF) କରିବାକୁ ଯୋଜନା କରୁଛି।…

Air Quality: ବିଷ ବଳୟରେ ରାଜଧାନୀ, ଅନେକ ସ୍ଥାନରେ ୪୦୦ ପାର୍ କଲା ଏକ୍ୟୁଆଇ

ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛନ୍ତି ରାଜଧାନୀବାସୀ। ବାୟୁର ମାନ ଶନିବାର ସାଂଘାତିକ ରୂପ ନେବାପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ସହରର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଟପିଛି । ଅଲୀପୁରରେ ୪୧୭, ଆଇଟିଓରେ ୪୦୮, ନେହରୁ…

ନୂଆପଡ଼ାରେ ଆଜି ଉପନିର୍ବାଚନ ପ୍ରଚାରର ଶେଷଦିନ, ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର ସାରିବାକୁ ନିର୍ଦ୍ଦେଶ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ । ଅପରାହ୍ନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ । ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି । ଭୋଟିଂର ୪୮…