୨୫ଏକର ଜମିରେ ୧୧ କୋଟି ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ
କନ୍ଧମାଳ:ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ । ରାଇକିଆ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ସୁଗଡବାଡି ପଞ୍ଚାୟତର ନାଉଡ଼ିମାହା ନିକଟସ୍ଥ ଜଙ୍ଗଲରୁ ୨୫ ଏକର ଜମିରେ ଲାଗିଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରିଛି ।
ସୂଚନାଥାଉକି, ବିଶେଷସୂତ୍ରରୁ ସୂଚନା ପାଇ ରାଇକିଆ ଥାନା ଅଧିକାରୀ ଆଶୁତୋଷ…