ବ୍ରିସବେନ ଟି୨୦ ବାତିଲ: ଅଷ୍ଟ୍ରେଲିଆରେ କ୍ରମାଗତ ୫ମ ସିରିଜ ଜିତିଲା ଟିମ ଇଣ୍ଡିଆ
ବ୍ରିସବେନ: ଏଠାରେ ଅନୁଷ୍ଠିତ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି । ସିରିଜର ୫ମ ତଥା ଅନ୍ତିମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରଥମ ମ୍ୟାଚ ମଧ୍ୟ ଫଳାଫଳ ବିହୀନ ଭାବେ ଶେଷ ହୋଇଥିଲା । ଭାରତ ୨ଟି ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ଜିତିଥିଲା ।…