Odisha Vigilance: ଲାଞ୍ଚ ନେଇ ଧରାପଡ଼ିଲେ DSSO ବିପ୍ଳବ କେଶରୀ ସାମନ୍ତରାୟ
ଭୁବନେଶ୍ୱର: କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଧରାପଡ଼ିଲେ। NGO ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଡିଜିଟାଲ ମୋଡ୍ରେ ଲାଞ୍ଚ ନେଲା ବେଳେ କାବୁ କଲା ଭିଜିଲାନ୍ସ ଟିମ୍।
ଗୁରୁବାର ଦିନ ଡିଜିଟାଲ ମୋଡ୍ ମାଧ୍ୟମରେ ଏକ ଏନଜିଓରୁ ୨୦…