Latest Odisha News

BREAKING NEWS

Yearly Archives

2025

ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀ ପ୍ରସାଦ ରଥଙ୍କ ବିୟୋଗ

ପାରାଦୀପ : ଆରପାରିରେ ଯାତ୍ରା ଜଗତର ବର୍ଷୀୟାନ କଳାକାର-ନିର୍ଦ୍ଦେଶକ ଦେବୀ ରଥ । କଳାକାରଙ୍କ ମହଲରେ ସେ ‘ମାମା’ ଭାବେ ପରିଚିତ ଥିଲେ । ୭୧ ବର୍ଷ ବୟସରେ ଦେବୀ ରଥଙ୍କର ତାଙ୍କ ଘରେ ପରଲୋକ ହୋଇଛି । ଦୀର୍ଘ ୫୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଥିଲେ | ଗତକାଲି ନିଜ ଘର ପାରାଦୀପଗଡ଼ରେ ସେ…

ଖାଲିରେ କୋହଲିଙ୍କୁ କିଙ୍ଗ କୁହାଯାଏନି

ନୂଆଦିଲ୍ଲୀ: ୨୦୦୮ ଅଗଷ୍ଟରେ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଏହି ମ୍ୟାଚ ଦାମ୍ବୁଲାରେ ଖେଳା ଯାଇଥିଲା । ସେତେବେଳେ କୋହଲିଙ୍କୁ ୨୦ ବର୍ଷ ହୋଇଥିଲା । ଏବେ କୋହଲି ନିଜ ପ୍ରଦର୍ଶନ ବଳରେ ବିଶ୍ୱ କ୍ରିକେଟରେ କିଙ୍ଗ ଭାବେ ପରିଚିତ ।…

India-US relationshipର ଭବିଷ୍ୟତ ନେଇ କ’ଣ ଭାବୁଛନ୍ତି ଟ୍ରମ୍ପ?, ଖୁଲାସା କଲା ହ୍ୱାଇଟ୍ ହାଉସ୍…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ପୁଣି ଥରେ ଭାରତ ଏବଂ ଆମେରିକା ସଂମର୍କ ନେଇ ବଡ ବୟାନ ରଖିଛନ୍ତି । ଏଥର ସେ ପ୍ରକାଶ କରିଛନ୍ତି ଯେ, ଏହି ଦୁଇ ଦେଶର ଭବିଷ୍ୟତ ବିଷୟରେ ରାଷ୍ଟ୍ରପତି ଟ୍ରମ୍ପ କ’ଣ…

ଅଭିଷେକ, ଶୁଭମନଙ୍କ ଉପରେ ରାଗିଲେ ଯୁବରାଜ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟି୨୦ କ୍ରିକେଟ ମ୍ୟାଚ ନଭେମ୍ବର ୬ରେ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି । ଏହା ମଧ୍ୟରେ ଭାରତୀୟ କ୍ରିକେଟର ଦୁଇ ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଓ ଶୁଭମନ ଗିଲ ଗୋଲ୍ଡ କୋଷ୍ଟ ସମୂଦ୍ର କୂଳରେ ମଜା କରୁଥିବା…

India-Canada Ties: ପ୍ରଥମେ କାନାଡା ଭାରତକୁ ପଠାଇଥିଲା ନିଜ ବୈଦେଶିକ ମନ୍ତ୍ରୀ, ଏବେ ସମ୍ପର୍କକୁ ଆହୁରି ମଜଭୁତ୍…

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଆସନ୍ତା ସପ୍ତାହରେ କାନାଡା ଗସ୍ତ କରିବେ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପରିବର୍ତ୍ତନକୁ ପ୍ରତିଫଳିତ କରେ। ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ସମ୍ପ୍ରତି ଉନ୍ନତ ହୋଇଛି, ଏବଂ ଜୟଶଙ୍କରଙ୍କ ଗସ୍ତ ସେମାନଙ୍କୁ ମଜବୁତ…

America Plane Crash: ଆମେରିକାରେ ଭୟଙ୍କର ପ୍ଲେନ୍ କ୍ରାସ, ଦୁର୍ଘଟଣାରେ ୩ ମୃତ ଓ ୧୦ରୁ ଅଧିକ ଆହତ

ୱାଶିଂଟନ: ଆମେରିକାର ଲୁଇସଭିଲରେ କ୍ରାସ ହେଲା UPS ମାଲବାହୀ ବିମାନ। ଦୁର୍ଘଟଣାରେ ୩ ମୃତ ଓ ୧୦ରୁ ଅଧିକ ଆହତ। ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ଲେନ୍ କ୍ରାସ ହୋଇଥିବା ସୂଚନା ମିଳିଛି। ଉଡ଼ାଣ ଭରିବାର କିଛି ସମୟ ପରେ ବିମାନ ଦୁର୍ଘଟଣା ହୋଇଛି। ପ୍ଲେନରେ ଥିଲା ପ୍ରାୟ ୨ ଲକ୍ଷ ୮୦…

Pitabas Murder Case: ପୀତବାସ ହତ୍ୟା ମାମଲା, ରିମାଣ୍ଡରେ ଗଲେ ଉମା ଓ କୁରୁପତି

ବ୍ରହ୍ମପୁର: ରିମାଣ୍ଡରେ ଗଲେ ଉମା ବିଷୋୟୀ ଓ କୁରୁପତି ଭୂୟାଁ। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପୋଲିସ। ହତ୍ୟାର ସତ ଓଗାଳୁଛନ୍ତି ତଦନ୍ତ ଅଧିକାରୀ।…

ବିଦେଶରେ ଭାରତୀୟଙ୍କ କମାଲ: ଜୋହରାନ୍ ମାମଦାନିଙ୍କ ପରେ, ଭର୍ଜିନିଆର ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଆଉ ଜଣେ…

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀମାନେ ଆମେରିକା ନିର୍ବାଚନରେ ​​ଇତିହାସ ରଚିଛନ୍ତି। ଜୋହରାନ୍ ମାମଦାନି ନ୍ୟୁୟର୍କ ସିଟି ମେୟର ନିର୍ବାଚନରେ ​​ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା ବେଳେ, ଭାରତୀୟ ଜନ୍ମିତ ଗଜାଲା ହାସମି ଭର୍ଜିନିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିର୍ବାଚନରେ…

Weather Report: ରାଜ୍ୟରେ ୭ରୁ ବଢ଼ିବ ଶୀତ, ୧୩ ଡିଗ୍ରୀକୁ ଖସିପାରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର: ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଏହିଭଳି ଭାବେ ଶୀତ ପ୍ରକୋପ ଲାଗି ରହିବ। ୧୧ ତାରିଖରୁ ସାରା ରାଜ୍ୟରେ ଶୀତ ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ଦୁଇ ଦିନ ହେଲା…