ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍; ୬ ମୃତ, ହେଲ୍ପ ଲାଇନ ନ° ଜାରି…
ବିଳାସପୁର: ଛତିଶଗଡ଼ର ବିଳାସପୁର ନିକଟରେ ମଙ୍ଗଳବାର ଦିନ ଏକ ଯାତ୍ରୀବାହୀ ଟ୍ରେନ୍ ସହ ଏକ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ ଗେଭରା ରୋଡ୍ ରୁ ବିଳାସପୁର ଯାଉଥିବା ମେମୁ ଲୋକାଲ୍ ଟ୍ରେନ୍ ନଂ ୬୮୭୩୩ ଗାଟୋରା…