Latest Odisha News

BREAKING NEWS

Yearly Archives

2025

ମା କାଳୀଙ୍କ ମୂର୍ତ୍ତି ବିସର୍ଜନ ନେଇ କଟକରେ ଟ୍ରାଫିକ କଟକଣା…

କଟକ: କଟକ ସହରରେ ମା କାଳୀଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ଶୁକ୍ରବାର ସକାଳ ୭ଟାରୁ କିଛି ରାସ୍ତା ଦେଇ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରିଛି। ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ଓଡ଼ିଶା ସହରାଞ୍ଚଳ…

Andhra Bus Tragedy: ବସ୍‌ରେ ଭୟାବହ ଅଗ୍ନିକାଣ୍ଡ; ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି। ହାଇଦ୍ରାବାଦ-ବେଙ୍ଗାଲୁରୁ ରାଜପଥର କୁର୍ଣ୍ଣୁଲରେ ଏକ ବାଇକ ସହିତ ଧକ୍କା ହେବା ପରେ ହାଇଦ୍ରାବାଦ-ବେଙ୍ଗାଲୁରୁ ଏନ୍‌ଏଚ୍‌ ବସ୍‌ରେ ଲାଗିଲା ନିଆଁ। ଘଟଣାରେ ୨୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସୂଚନା ଅନୁସାରେ…

Weather Update: ପୁଣି ଦାନା ବାନ୍ଧୁଛି ଲଘୁଚାପ, ୪ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଦକ୍ଷିଣପୂର୍ବ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ…

Naxal Surrender:ରାମଧେରଙ୍କ ସମେତ ଆତ୍ମସମର୍ପଣ କଲେ ୫୦ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଉତ୍ତର ବସ୍ତର ଅଞ୍ଚଳରେ ସକ୍ରିୟ ସିସି ସଦସ୍ୟ ରାମଧେର ୫୦ ଜଣ ନକ୍ସଲ ସାଥୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ମହଲା ଶିବିରରେ ଏହି ଆତ୍ମସମର୍ପଣ କରାଯାଇଥିଲା। ରାମଧେର ନାମରେ ସରକାର ୫୦ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ବୁଧବାର ଦିନ…

ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି । ରାଜଧାନୀର ୨୦ଟି ବଡ଼ ହାଟରେ ଲାଗୁହେବ ଏସ୍‌ଓପି । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ । BMC ଅଧିକରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି…

Cyber ​​Security: ସଫଳତାର ସହ ଆଗକୁ ବଢ଼ୁଛି ସାଇବର ସୁରକ୍ଷା ଅଭିଯାନ; ହେଇଛି ‘ସାଇବର ମ୍ୟୁଜିୟମ’ର ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ - ୨୦୨୫ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି। ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱର…

ଜମିବାଡ଼ି ପାଇଁ ଜଣେ ଭାଇ ଆଉ ଜଣେ ଭାଇର ନେଲା ଜୀବନ

ବାଲେଶ୍ବର:ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ ବରଡିହା ପଞ୍ଚାୟତର ବଣକାଟି ଗ୍ରାମରେ ଏକ ଅଭାବନୀୟ ଘଟଣା । ଜମିଜମା ଭାଗବଣ୍ଟାକୁ ନେଇ ସାନ ଭାଇ ଆକ୍ରମଣରେ ବଡ଼ ଭାଇର ମୃତ୍ୟୁ । ସାନ ଭାଇ ଗିରଫ । ପୋଲିସର ତଦନ୍ତ ଜାରି ରହିଛି । ମୃତକ ହେଲେ ବଡ଼ ଭାଇ ଖୁଦିରାମ(୪୫)। ଖବରମୁତାବକ,…

ଡିସେମ୍ବରରେ ଓଡ଼ିଶାରେ ହେବ ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ 

ଭୁବନେଶ୍ୱର: ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ମାସ ୬-୭ ରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ । ଏଥିରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଏମାନଙ୍କ ମଧ୍ୟରେ ୟୁକେର ପୂର୍ବତନ…

ଚଳିତ ବର୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ଏକରରେ ଆଳୁଚାଷ ଲକ୍ଷ୍ୟ, ୩ ଲକ୍ଷ କୁଇଣ୍ଟାଲ ବିହନ… 

ଭୁବନେଶ୍ୱର: ଚଳିତ ବର୍ଷ ସରକାର ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଚାଷଜମିରେ ଆଳୁଚାଷ କରିବା ପାଇଁ ଯୋଜନା କରିଛନ୍ତି। ଆଳୁ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବା ଅଭିଯାନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ…

IBରେ ସରକାରୀ ଚାକିରି ପାଇଁ ବଡ଼ ସୁଯୋଗ, ଦରମା ଶୁଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା IB ଆସିଷ୍ଟାଣ୍ଟ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଅଫିସର (ଏସିଆଇଓ) ଗ୍ରେଡ୍-II ଓ ଟେକ୍ନିକାଲ୍ ପଦବୀଗୁଡ଼ିକ ପାଇଁ ଭର୍ତ୍ତିର ଅଫିସିଆଲ ବିଜ୍ଞପ୍ତି ଜାରି କରିଛି। ଯଦି ଆପଣ ଦେଶର ସୁରକ୍ଷାରେ ନିଜ ଭୂମିକା ନିର୍ବାହ କରିବାର ସ୍ୱପ୍ନ…