ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିପାରିନଥିଲେ ନୀତୀଶ, ଜାଣନ୍ତୁ ତାଙ୍କ ଜୀବନର ରୋଚକ କାହାଣୀ
ନୂଆଦିଲ୍ଲୀ: ବିହାରରେ ବିଧାନସଭା ନିର୍ବାଚନ ଘୋଷଣା ପରେ ସବୁ ଦଳ ପ୍ରଚାର ଜୋରଦାର କରୁଛନ୍ତି। ରାଜ୍ୟର ରାଜନୀତିରେ ଯଦିଓ ଅନେକ ବଡ଼ ବଡ଼ ନେତା ଓ ସେମାନଙ୍କର ବହୁସଂଖ୍ୟକ ସମର୍ଥକ ରହିଛନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ବିହାର ରାଜନୀତି ନୀତୀଶ କୁମାରଙ୍କ ଚାରିପାଖେ ଘୁରୁଛି। କୁହାଯାଏ ଯେ,…