କର୍ମଚାରୀଙ୍କୁ ଦୀପାବଳି ଭେଟି, ୫୧ଟି ଦାମୀ କାର ଗିଫ୍ଟ କଲା କମ୍ପାନୀ…
ଚଣ୍ଡିଗଡ଼: ଚଣ୍ଡିଗଡ଼ର ଟ୍ରାଇସିଟି ସ୍ଥିତ ଏକ ଫାର୍ମା କମ୍ପାନୀ ଚଳିତ ଦୀପାବଳିରେ ନିଜ କର୍ମଚାରୀ ମାନଙ୍କୁ ଏପରି କିଛି ଉପହାର ଦେଇଛି। ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ଶିଳ୍ପପତି ଏମ.କେ.ଭାଟିଆ ନିଜର ଉଦାରତା ପାଇଁ ଖୁବ୍ ପରିଚିତ। ନିଜର କର୍ମଚାରୀ ମାନଙ୍କୁ ସେଲିବ୍ରିଟି…