US bombs Drug Carrying Submarine: “୨୫ ହଜାର ଆମେରିକୀୟଙ୍କ ଜୀବନ ଯାଇଥାନ୍ତା”, ଡ୍ରଗ୍ସ ବହନ…
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସନ୍ଦିଗ୍ଧ ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ଇକ୍ୱେଡର ଏବଂ କଲମ୍ବିଆକୁ ପଠାଇବା ଘୋଷଣା କରିଛନ୍ତି। କାରିବିଆନରେ ଏକ ଡ୍ରଗ୍ସ ଚୋରାଚାଲାଣକାରୀ ପଣ୍ଡୁବି ଉପରେ ଆକ୍ରମଣ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯେଉଁଥିରେ ଦୁଇ ଜଣଙ୍କର…