‘ଯାଆନ୍ତୁ ନାହିଁ ଦୁବାଇ…’, କାହିଁକି ତେଜିଲା Boycott UAE ନାରା…
ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (UAE) ବିରୋଧରେ ଏବେ କ୍ରୋଧ ଧିରେ ଧିରେ ବୃଦ୍ଧି ପାଉଛି । ବୟକଟ ଦୁବାଇ ହ୍ୟାସଟାଗ ଟ୍ରେଣ୍ଡ କରୁଛି । ହଜାର ହଜାର ଲୋକ ଦୁବାଇ ଏବଂ ଆବୁଧାବି ଯାତ୍ରା ଏଡାଇବାକୁ, ଏମିରେଟି ଉତ୍ପାଦ ବର୍ଜନ କରିବାକୁ ଏବଂ UAE ସହିତ ଜଡିତ କମ୍ପାନୀଗୁଡ଼ିକଠାରୁ ଦୂରେଇ…