ପ୍ରଥମ ଦିନିକିଆରେ ହାରିଲା ଟିମ ଇଣ୍ଡିଆ
ପର୍ଥ: ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଚଳିତ ବର୍ଷ ଦିିନିକିଆ କ୍ରିକେଟରେ ଭାରତର ଏହା ପ୍ରଥମ ପରାଜୟ । ବର୍ଷା ଯୋଗୁ ମ୍ୟାଚକୁ ୪ଥର ବନ୍ଦ ରଖିବାକୁ ପଡିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୬…