Latest Odisha News
Yearly Archives

2025

୪୭୧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି ।…

ଆଉ ଏକ ମାଇଲଖୁଣ୍ଟରେ ଇସ୍ରୋ: ସୂର୍ଯ୍ୟରେ ପ୍ଲାଜମା ବିସ୍ଫୋରଣର ପ୍ରଭାବ ମାପିବାରେ ସଫଳ ହେଲା Chandrayaan-2…

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଏକ ବଡ଼ ସଫଳତା ହାସଲ କରିଛି। ଇସ୍ରୋ, ଚନ୍ଦ୍ରାୟଣ-୨ ବ୍ୟବହାର କରି ପ୍ରଥମ ଥର ପାଇଁ ଚନ୍ଦ୍ର ଉପରେ ସୌର କରୋନାଲ୍ ମାସ୍ ଇଜେକ୍ସନ୍ (CME)ର ପ୍ରଭାବ ପର୍ଯ୍ୟବେକ୍ଷଣ କରିଛି। CHACE-2 ଉପକରଣ ଜାଣିପାରିଲା ଯେ CME ଚନ୍ଦ୍ରର ଏକ୍ସୋସ୍ଫିୟରରେ…

SriKhetra Puri: ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବଡ଼ବଡ଼ିଆ ଡାକିବେ…ଚାରୋଟି ସ୍ଥାନ ହୋଇଛି ନିରୂପଣ

ପୁରୀ: ଆସନ୍ତାକାଲି ପବିତ୍ର ଦୀପାବଳି,ପୟାଶ୍ରାଦ୍ଧ । ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବେ । ସିଂହଦ୍ଵାର ନିକଟରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିବା ପାଇଁ ଚାରୋଟି ସ୍ଥାନ ନିରୂପଣ କରାଯାଇଛି । ୨୦ ଏବଂ ୨୧ ତାରିଖ ଦୁଇଦିନ ପାଇଁ ବ୍ୟବସ୍ଥା…

Iran On Nuclear Programme: ପରମାଣୁ ଦେଶ ହେବାକୁ ପୁଣି ଅଣ୍ଟା ଭିଡିଲାଣି ଇରାନ, କହିଲା, ‘ଆଉ କୌଣସି କଟକଣା…

ନୂଆଦିଲ୍ଲୀ: ଇରାନ ପୁଣି ଥରେ ତା'ର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି। ଶନିବାର ଦିନ, ଦେଶ ଘୋଷଣା କରିଛି ଯେ ଏହା ତା'ର ପରମାଣୁ କାର୍ଯ୍ୟକ୍ରମ ଉପରେ ଜାତିସଂଘର କଟକଣା ଦ୍ୱାରା ଆଉ ଆବଦ୍ଧ ନୁହେଁ। ଏହି ଘୋଷଣା ଜାତିସଂଘ ସୁରକ୍ଷା ପରିଷଦ ପ୍ରସ୍ତାବ ୨୨୩୧ର ମିଆଦ ଶେଷ…

ମହଙ୍ଗା ପଡିଲା ଖଣ୍ଡା ଧରି ଡାଇଲଗ ମାରିବା, ବାନ୍ଧିଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜଣେ ଯୁବକ ଖଣ୍ଡା ଧରି ଧମକ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାପରେ ତାଙ୍କୁ ଗିରଫ କରାଯାଇଛି। ତେବେ ଏହି ଭିଡିଓଟି ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡ଼ ଡୁମ୍ବୁଲା ଗ୍ରାମର ସୁଶାନ୍ତ ମହାକୁଡ କରିଥିବା ଜଣାପଡିଛି। ଅଭିଯୁକ୍ତ ଜଣକ…

ଭୁବନେଶ୍ବର ଭଳି କଟକରେ ବି ବାଣଫୁଟା ନେଇ କଟକଣା

ଭୁବନେଶ୍ୱର: ଭୁବନେଶ୍ବର ଭଳି କଟକରେ ବି ବାଣଫୁଟା ପାଇଁ ୨ ଘଣ୍ଟା ଅନୁମତି ପ୍ରଦାନ। ଦୀପାବଳିରେ ରାତି ୯ଟା ପରେ କଟକ ସହରରେ ଆତସବାଜି ଫୁଟାଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନରେଟ୍ ପୋଲିସ ଚେତାବନୀ ଦେଇଛି। ସହରବାସୀଙ୍କୁ କେବଳ ସନ୍ଧ୍ୟା ୭ଟାରୁ…

ବାରମ୍ବାର ଅଟକୁଛି ପ୍ରଭାସଙ୍କ ୩୦୦ କୋଟି ବିଜେଟର ଫିଲ୍ମ

ମୁମ୍ବାଇ: ପ୍ରଭାସଙ୍କ ପ୍ରତ୍ୟେକ ଫିଲ୍ମକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି । ୨୦୨୪ ତାଙ୍କୁ କଲ୍କୀ ୨୮୯୮ରେ ଦର୍ଶକମାନେ ଦେଖିଥିଲେ । ଏ ବର୍ଷ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନି । ଏବେ ସେ ହନୁ ରାଘବପୁରୀଙ୍କ ଫୌଜୀ ଓ ସନ୍ଦୀପ ରେଡୀ ବାଙ୍ଗାଙ୍କ ସ୍ପିରିଟରେ ଅଭିନୟ…

Russia Ukraine war: ୟୁକ୍ରେନଠୁ କ’ଣ ଚାହୁଁଛି ରୁଷ?, ଅସ୍ତ୍ରବିରତିରେ ଏବେ ନୂଆ କେଁ…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହିତ ଅସ୍ତ୍ରବିରତି ପାଇଁ ଏକ ନୂତନ ସର୍ତ୍ତ ଲଗାଇଛନ୍ତି। ଗତ ଗୁରୁବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଟେଲିଫୋନ କଲ୍ ସମୟରେ, ରୁଷ ରାଷ୍ଟ୍ରପତି ପୁଟିନ ଦାବି କରିଥିଲେ ଯେ କିଭ ପୂର୍ବ ୟୁକ୍ରେନର ଏକ ଅଞ୍ଚଳ ଡୋନେଟସ୍କର…

ଆମେରିକାରେ ଟ୍ରମ୍ପଙ୍କୁ କାହିଁକି ବିରୋଧ କରାଯାଉଛି…

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ବିରୋଧରେ ଶନିବାର ଦିନ ୱାଶିଂଟନ, ଡି.ସି, ନ୍ୟୁୟର୍କ, ଚିକାଗୋ ଏବଂ ଲସ୍ ଆଞ୍ଜେଲସ୍ ସମେତ ଅନେକ ଆମେରିକୀୟ ସହରରେ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଥିଲେ। ସେମାନେ 'ନୋ କିଙ୍ଗସ୍' ସ୍ଲୋଗାନ ଦେଇ ବିଭିନ୍ନ ସହରରେ ରାଲି ମଧ୍ୟ…

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନିରାଶ କଲେ ରୋହିତ, କୋହଲି

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ପର୍ଥରେ ଆରମ୍ଭ ହୋଇଯାଇଛି । ୭ ମାସ ପରେ ଭାରତର ଦୁଇ ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଆର୍ନ୍ତାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ସେମାନଙ୍କ ପ୍ରଦର୍ଶନକୁ ବ୍ୟଗ୍ରତା ସହକାରେ…