୨୦୨୬ରେ ବଲାଙ୍ଗିରରେ ଆୟୋଜିତ ହେବ ଜାତୀୟ ସ୍ତରୀୟ ହାଫ୍ ମାରାଥନ
ଭୁବନେଶ୍ବର: ୨୦୨୬ ମସିହା ଫେବୃଆରୀ ୧ ତାରିଖରେ ବଲାଙ୍ଗିର ଠାରେ ଜାତୀୟ ସ୍ତରୀୟ ହାଫ୍ ମାରାଥନ ଦୌଡ଼ ଆୟୋଜିତ ହେବ। ଏହି ଘୋଷଣା ୩୧ ଅକ୍ଟୋବର ୨୦୨୫ ରେ ବଲାଙ୍ଗିର ସହରରେ ହୋଇଥିବା ଏକ ଉଦ୍ଘାଟନୀ ସଭାରେ କରାଯାଇଥିଲା।
ସଭାରେ ଉପସ୍ଥିତ ଥିଲେ ସହାୟକ ଜିଲ୍ଲାପାଳ ରାମ ନାରାୟଣ ମିଶ୍ର,…