Hardik Pandya: ପାଣ୍ଡ୍ୟାଙ୍କ ଉପରେ ରାଗିଗଲେ ଫ୍ୟାନ୍ସ, ଗାଳି ଦେଇ କହିଲେ ‘ଭାଡ଼ ମେ ଯାଓ’
ନୂଆଦିଲ୍ଲୀ: ସବୁବେଳେ ନିଜର ପର୍ସନାଲ ଲାଇଫକୁ ନେଇ ଲାଇମ ଲାଇଟରେ ରହୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଚର୍ଚ୍ଚାରେ । କେତେବେଳେ କ୍ରିକେଟ ପାଇଁ ଆଉ କେତେ ବେଳେ ନିଜ ବିବାହ ଏବହ ପ୍ରେମ ସମ୍ପର୍କକୁ ନେଇ ତାଙ୍କ ବିଷୟରେ ବେଶ ଚର୍ଚ୍ଚା ଆଲୋଚନା ଲାଗିରହିଥାଏ । କିନ୍ତୁ ଏଥର ସେ ଏକ ଫଟୋ…