Latest Odisha News

BREAKING NEWS

Yearly Archives

2025

Headmaster In Vigilance Net: ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ପ୍ରଧାନଶିକ୍ଷକ

କନ୍ଧମାଳ: ଲାଞ୍ଚ ନେଇ ଫଶିଲେ ପ୍ରଧାନଶିକ୍ଷକ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କନ୍ଧମାଳ ଜିଲ୍ଲା ବୁଡାଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରଧାନ ଶିକ୍ଷକ ଜଣକ ହେଲେ କୁମରମଣି ମଲ୍ଲିକ । ଖବର ମୁତାବକ, ଜନୈକ ମହିଳା…

୪୫ ହଜାର ଟଙ୍କା ପାଉଥିବା କର୍ମଚାରୀ ୮ମ ବେତନ ପରେ କେତେ ଟଙ୍କା ପାଇବେ? ଜାଣନ୍ତୁ ଏହି ହିସାବ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଲମ୍ବା ଅପେକ୍ଷା ପରେ ଶେଷରେ ସେହି ଖବର ଆସିଗଲା, ଯାହାକୁ ସମସ୍ତେ ଆଗ୍ରହରେ ଅପେକ୍ଷା କରିଥିଲେ। ମାସ ମାସ ଧରି ଚର୍ଚ୍ଚାରେ ରହିଥିବା ୮ମ ଦରମା ଆୟୋଗକୁ କେନ୍ଦ୍ର ସରକାର ଆନୁଷ୍ଠାନିକ ଅନୁମୋଦନ ଦେଇଦେଇଛନ୍ତି। ଏବେ ପ୍ରଶ୍ନ କେବଳ ଏତିକି – କେବେ ଓ…

Brown Sugar Seized: ଅକ୍ଟୋବର ୨୯ ତାରିଖ ସୁଦ୍ଧା ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ

କଟକ: ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖ ସୁଦ୍ଧା କଟକସ୍ଥିତ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିନରେ ଥିବା ଅଞ୍ଚଳରୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ ହୋଇଛି । ମୋଟ ୮୧ଟି ବ୍ରାଉନ୍‌ସୁଗାର ମାମଲା ରୁଜୁ ହୋଇଥିବା ବେଳେ ୪କିଲୋ ୨୨ ଗ୍ରାମ ୪୨୮ ମିଲିଗ୍ରାମ ଧଳାଜହର ଜବତ ହୋଇଛି । ଏହି ମାମଲାରେ…

Kalinga ghati:୪୬ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି ; କିନ୍ତୁ ଏହି ଯାନ ନିଷେଧ

କନ୍ଧମାଳ:କନ୍ଧମାଳ ଏବଂ ଗଞ୍ଜାମ ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତାରେ ପୁଣି ଥରେ ଯାନବାହନ ଚଳାଚଳ କରିଛି। ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା କଳିଙ୍ଗା ଘାଟି । ୪୬ ଦିନ ପରେ ୧୫୭ ନମ୍ବର ଜାତୀୟ ରାଜପଥରେ ଗଡ଼ିଲା ଗାଡ଼ି । ସୂଚନାଥାଉକି, ଘାଟିରେ ନିର୍ମାଣକାମ ପ୍ରାୟତଃ ଶେଷ…

ଅଭିନେତା ଧର୍ମେନ୍ଦ୍ର ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ତଥା ଅଭିଜ୍ଞ ଅଭିନେତା ଧର୍ମେନ୍ଦ୍ର ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକମାନେ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ତେବେ ପରିବାର ପକ୍ଷରୁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି । ବୟସାଧିକ୍ୟ କାରଣରୁ ତାଙ୍କୁ…

ସରକାରୀ ସମର୍ଥନ ଓ ନିଜ ଦକ୍ଷତା ବଳରେ ଜାପାନରରେ ନିଯୁକ୍ତି ପାଇଲେ ଓଡିଆ ଯୁବକ; ଶୁଭେଚ୍ଛା ଜଣାଇଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଯୁବକ ଆଜି ବିଶ୍ୱସ୍ତରରେ ନିଜର ସୁନାମ ହାସଲ କରିବାରେ ସକ୍ଷମ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାର ରାକେଶ କୁମାର ଦାସ ରାଜ୍ୟ ସରକାରଙ୍କ ଯାନ ଚାଳନା ତାଲିମ କେନ୍ଦ୍ରରୁ ପ୍ରଶିକ୍ଷିତ ଜଣେ ଦକ୍ଷ ଗାଡ଼ି ଚାଳକ ସଫଳ ସୁବାହକ ଭାବେ ଜାପାନର ଏକ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି…

Skeleton found: ଚନ୍ଦକା ଜଙ୍ଗଲ ଭିତରୁ ମିଳିଲା ନରକଙ୍କାଳ; ହତ୍ୟା ସନ୍ଦେହ

ଭୁବନେଶ୍ବର: ଚନ୍ଦକା ଜଙ୍ଗଲରୁ ମିଳିଲା ନରକଙ୍କାଳ । କଙ୍କାଳ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ମୁଣ୍ଡ, ଖପୁରି, ମାଢି, ଜଙ୍ଘହାଡ଼ ଆଦି ଏଣେ ତେଣେ ପଡିଛି । ଖବର ପାଇଁ ସ୍ଥାନୀୟ ପୁଲିସ ଓ ଫରେଷ୍ଟ ଡିପାର୍ଟମେଣ୍ଟ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଅଧା ମାଟିରେ ପୋତା ହୋଇଛି ଓ ଅଧା ମାଟି ଉପରେ…

କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଏହି ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଗକୁ ଓଡ଼ିଶାରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ ଫି । ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ ଫି ଏବଂ ଭଡ଼ା ଛାଡ଼ ପାଇଁ ରାଜସ୍ୱ ବିଭାଗର ନିଷ୍ପତ୍ତି…

Workers trapped: ଆଫ୍ରିକାରେ ଫସି ରହିଛନ୍ତି ୪୮ ପ୍ରବାସୀ ଶ୍ରମିକ; ଭାରତକୁ ଫେରାଇ ଆଣିବାକୁ ନିବେଦନ

ରାଞ୍ଚି: ବିଦେଶରେ ଫସିଲେ ଝାଡ଼ଖଣ୍ଡର ପ୍ରବାସୀ ଶ୍ରମିକ । ଗିରିଡିହ, ବୋକାରୋ ଏବଂ ହଜାରୀବାଗ ଜିଲ୍ଲାର ୪୮ ଜଣ ଶ୍ରମିକ ଆଫ୍ରିକାର ଟ୍ୟୁନିସିଆରେ ଫସି ରହିଛନ୍ତି । ଗତ ତିନି ମାସ ଧରି କମ୍ପାନୀ ପକ୍ଷରୁ ଶ୍ରମିକମାନଙ୍କୁ ସେମାନଙ୍କ ମଜୁରୀ ଦିଆଯାଇ ନାହିଁ। ଫଳରେ ଶ୍ରମିକମାନଙ୍କ ପାଇଁ ଖାଦ୍ୟ…

Subhadra Application: ଆସନ୍ତାକାଲି ଠାରୁ ସୁଭଦ୍ରା ଆବେଦନ, ଜାଣନ୍ତୁ କେଉଁମାନେ ଯୋଗ୍ୟ..

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କରିପାରିବେ ସୁଭଦ୍ରା ଆବେଦନ। ସୁଭଦ୍ରା ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ। ଯେଉଁ ମହିଳାଙ୍କର ବୟସ ୨୧ ବର୍ଷ ହୋଇଥିବ ସେମାନେ କରିପାରିବେ ସୁଭଦ୍ରା ଆବେଦନ। ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯେଉଁମାନେ ୨୦ରୁ ୨୧ ବର୍ଷରେ…