Latest Odisha News

BREAKING NEWS

Yearly Archives

2025

ନୂଆପଡ଼ା ଉପନିର୍ବାଚନ: ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା: ନାମାଙ୍କନ ଭରିଲେ BJD ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ। ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ପ୍ରଥମେ ନୂଆପଡ଼ା ତେଲିପଡ଼ା ସ୍ଥିତ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିଜର ସମର୍ଥକଙ୍କ ଗହଣରେ ନୂଆପଡ଼ା ଉପ…

ବିହାର ନିର୍ବାଚନ ପାଇଁ ବୈଭବଙ୍କୁ ମିଳିଲା ବଡ ଦାୟିତ୍ୱ

ପାଟନା: ଭାରତର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏବେ ତାଙ୍କୁ ବିହାର ନିର୍ବାଚନରେ ଏକ ବଡ ଦାୟିତ୍ୱ ମିଳିଛି । ଇଲେକ୍ସନ କମିଶନ ସୂର୍ଯ୍ୟବଂଶୀଙ୍କୁ ଫ୍ୟୁଚର ଭୋଟର ଆଇକନ ଭାବେ ଚୟନ କରିଛନ୍ତି । ସେ ଯୁବକମାନଙ୍କୁ…

Delhi Diwali With Toxic Air: ଦୀପାବଳି ପୂର୍ବରୁ ହିଁ ଅଣନିଶ୍ବାସୀ କଲାଣି ରାଜଧାନୀ ଦିଲ୍ଲୀ, ୪୦୦ ଟପିଲା AQI,…

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଥରେ ଚିନ୍ତା ସୃଷ୍ଟି କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ଆଜି ସକାଳ ୭ ଟା ସୁଦ୍ଧା ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୭୩ ରେକର୍ଡ କରାଯାଇଛି, ଯାହା 'ଅତ୍ୟନ୍ତ ଖରାପ'…

Russia Ukraine War: ଯୁଦ୍ଧ କିପରି ଶେଷ ହେବ କହିଲେ ଟ୍ରମ୍ପ, ୟୁକ୍ରେନର ଡୋନବାସକୁ ନେଇ ଦେଲେ ବଡ ବୟାନ୍…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ପାଇଁ ୟୁକ୍ରେନର ଡୋନବାସ ଅଞ୍ଚଳକୁ ବିଭକ୍ତ କରାଯିବା ଉଚିତ, ଏହାର…

ପବିତ୍ର ଦୀପାବଳି: ଆରଡ଼ି ଆଖଣ୍ଡଳମଣି ମନ୍ଦିରରରେ ଉଠିବ ମହାଦୀପ

ଭଦ୍ରକ: କାର୍ତ୍ତିକ ସୋମବାରରେ ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼। ଦୀପାବଳି ପାଇଁ ଆଜି ଆରଡ଼ି ଆଖଣ୍ଡଳମଣି ମନ୍ଦିରରରେ ଉଠିବ ମହାଦୀପ। ମାସ ତମାମ ପଞ୍ଚାନନ ବେଶରେ ଦର୍ଶନ ଦେବେ ବାବାମଣି। ଧର୍ମ ଓ ବ୍ରତର ମାସ କାର୍ତ୍ତିକ ମାସର ପ୍ରଥମ ସୋମବାର । ସୋମବାର ଓ ଦୀପାବଳି ଅମାବାସ୍ୟା ହୋଇଥିବାରୁ…

ଶ୍ରୀକ୍ଷେତ୍ରରେ ଦୀପାବଳି: ପୟାଶ୍ରାଦ୍ଧ ଦେବେ ଶ୍ରଦ୍ଧାଳୁ, ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡ଼ୁଆ ଡାକିବେ

ପୁରୀ: ଆଜି ଆଲୋକର ପର୍ବ ଦୀପାବଳି। ଉତ୍ସବ ମୁଖର ସାରା ସହର। ଆଜି କାଉଁରିଆ ଜାଳି ବଡ଼ବଡ଼ୁଆ ଡାକିବା ସହ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ(ପୟା ଶ୍ରାଦ୍ଧ) ଦେବେ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀକ୍ଷେତ୍ରକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

Bihar Polls: ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ, ମହାଗଠବନ୍ଧନ ଭିତରେ ଚାଲିଛି ମହାସଂଗ୍ରାମ, କାହିଁକି ତୁଟୁନି ଆସନ…

ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରତ୍ୟାହାରର ଆଜି ଶେଷ ତାରିଖ, କିନ୍ତୁ ମହାଗଠବନ୍ଧନ ଭିତରେ ଆଭ୍ୟନ୍ତରୀଣ ଅଶାନ୍ତି ଶେଷ ହେଉନାହିଁ। ଆସନ ବଣ୍ଟନକୁ ନେଇ ସାଂଗଠନିକ ଦଳଗୁଡ଼ିକ ମଧ୍ୟରେ ଦ୍ୱନ୍ଦ୍ୱ ଜାରି ରହିଛି। ଯଦିଓ କୁହାଯାଉଛି ରାଷ୍ଟ୍ରୀୟ ଜନତା ଦଳ…

ବୋଳାଭୂମିରେ ମାଆ କାଳୀ, ବାଲୁକାକଳାରେ ଦୀପାବଳି ଶୁଭେଚ୍ଛା

ପୁରୀ: ମାଆ କାଳୀଙ୍କ ବିଶାଳ ବାଲୁକା କଳା। ବାଲୁକା କଳାରେ ଦୀପାବଳିର ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ଆଙ୍କିଛନ୍ତି ସୁନ୍ଦର ବାଲୁକା ଚିତ୍ରକଳା। ପ୍ରାୟ ୧ହଜାର ମାଟି ଦୀପ ବ୍ୟବହାର କରିବା ସହ ମାଆ କାଳୀଙ୍କ ଏକ…

ଦୀପାବଳି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ଆଲୋକର ପର୍ବ ପବିତ୍ର ଦୀପାବଳି। ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ଵିଟ୍ କରି ଲେଖିଛନ୍ତି ଯେ, ଦୀପାବଳିର ଶୁଭ ଅବସରରେ ମୁଁ, ଦେଶ…