ପ୍ରଖ୍ୟାତ ଗଣିତଜ୍ଞ ଉମାକାନ୍ତ ମହାପାତ୍ରଙ୍କ ଦେହାନ୍ତ
ଭୁବନେଶ୍ୱର: ପ୍ରସିଦ୍ଧ ଗଣିତଜ୍ଞ ତଥା ଶିକ୍ଷାବିତ୍ ଏବଂ କଟକ ରେଭେନ୍ସା କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ମହାପାତ୍ରଙ୍କ ବୁଧବାର ରାତିରେ ଭୁବନେଶ୍ୱରରେ ପରଲୋକ ଘଟିଛି। ସେ ଶନିବାର ଦିନ ୯୪ ବର୍ଷ ବୟସରେ ପଦାର୍ପଣ କରିଥାନ୍ତେ।
ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ…