ପରିଣୀତି-ରାଘବ ୨ରୁ ୩ ହେଲେ
ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଓ ରାଜନେତା ରାଘବ ଚଢ଼ାଙ୍କ ଘରେ ଖୁସୀର ବାତାବରଣ ସୃଷ୍ଟି ହୋଇଛି । ଉଭୟ ମାଆ, ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାଘବ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖୁସୀ ଖବର ଶେୟାର କରିଛନ୍ତି । ସେ ଲେଖିଛନ୍ତି ମୋ ପୁଅ ଏବେ ମୋ ପାଖରେ । ଆମେ ପ୍ରଥମେ ଦୁଇ ଥିଲୁ…